ଆଜି ରେଭେନ୍ସାରୁ ଉଠିବ ସାଇନ୍-ଏ-ଡାଏ

କଟକ(ଓଡ଼ିଶା ରିପୋର୍ଟର): ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଉଠିବ ସାଇନ୍-ଏ-ଡାଏ। ଆଜି ଅପରାହ୍ନ ୫ଟା ସୁଦ୍ଧା ସାଇନ୍-ଏ-ଡାଏ ଉଠିବା ପରେ ବିଶ୍ୱବିଦ୍ୟାଳୟକୁ ପୁଣି ଫେରି ପାରିବେ ଛାତ୍ରଛାତ୍ରୀ। ତା’ସହ ବାତିଲ ହୋଇଥିବା ସବୁ ପରୀକ୍ଷା ଆସନ୍ତା ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ମେ’ ୨୭ ତାରିଖରେ ପ୍ରକାଶ ପାଇବ ରେଜଲ୍ଟ।

ସେହିପରି ମରାମତି କାମ ଲାଗି ପୂର୍ବରୁ ଦିଆଯାଇଥିବା ନୋଟିସ୍ ଅନୁସାରେ ଛାତ୍ରଛାତ୍ରୀମାନେ ଆସନ୍ତା ୨୮ ତାରିଖରେ ହଷ୍ଟେଲ ଖାଲି କରିବେ ବୋଲି କହିଛନ୍ତି କୁଳପତି। ଗ୍ରୀଷ୍ମ ଛୁଟି ପରେ ଜୁଲାଇ ପ୍ରଥମ ସପ୍ତାହରେ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଆଲର୍ଟମେଣ୍ଟ କରାଯିବ।

ସୂଚନାଯୋଗ୍ୟ, ଗତ ୮ ତାରିଖ ରାତିରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ନେଇ କର୍ତ୍ତୃପକ୍ଷ ସାଇନ-ଏ-ଡାଏ ଘୋଷଣା କରିଥିଲେ।

Ordigital Desk
• Published: Saturday, 12 May 2018
• Updated: 12 May 2018, 08:01 AM IST

କଟକ(ଓଡ଼ିଶା ରିପୋର୍ଟର): ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଉଠିବ ସାଇନ୍-ଏ-ଡାଏ। ଆଜି ଅପରାହ୍ନ ୫ଟା ସୁଦ୍ଧା ସାଇନ୍-ଏ-ଡାଏ ଉଠିବା ପରେ ବିଶ୍ୱବିଦ୍ୟାଳୟକୁ ପୁଣି ଫେରି ପାରିବେ ଛାତ୍ରଛାତ୍ରୀ। ତା’ସହ ବାତିଲ ହୋଇଥିବା ସବୁ ପରୀକ୍ଷା ଆସନ୍ତା ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ମେ’ ୨୭ ତାରିଖରେ ପ୍ରକାଶ ପାଇବ ରେଜଲ୍ଟ।

ସେହିପରି ମରାମତି କାମ ଲାଗି ପୂର୍ବରୁ ଦିଆଯାଇଥିବା ନୋଟିସ୍ ଅନୁସାରେ ଛାତ୍ରଛାତ୍ରୀମାନେ ଆସନ୍ତା ୨୮ ତାରିଖରେ ହଷ୍ଟେଲ ଖାଲି କରିବେ ବୋଲି କହିଛନ୍ତି କୁଳପତି। ଗ୍ରୀଷ୍ମ ଛୁଟି ପରେ ଜୁଲାଇ ପ୍ରଥମ ସପ୍ତାହରେ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଆଲର୍ଟମେଣ୍ଟ କରାଯିବ।

ସୂଚନାଯୋଗ୍ୟ, ଗତ ୮ ତାରିଖ ରାତିରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ନେଇ କର୍ତ୍ତୃପକ୍ଷ ସାଇନ-ଏ-ଡାଏ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos