ରାୟଗଡା: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ରାୟଗଡା ଜିଲ୍ଲା ଗସ୍ତ

ରାୟଗଡା: ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ରାୟଗଡା ଜିଲ୍ଲା ଗସ୍ତ କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି। ରାୟଗଡା ବ୍ଲକ୍ ଅନ୍ତର୍ଗତ ଜେମାଦେଇପେଣ୍ଠ ସେତୁ, ଶିରିକଣା ସେତୁ, ମାଲିଗାଁ ସେତୁ ସମେତ କତାପେଟା ଗାଁରେ ଥିବା ସ୍କୁଲଗୃହ ଉଦଘାଟନ କରିଛନ୍ତି। ପରେ ସେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭାଗୀୟ ଅଧିକାରୀଙ୍କୁ ନେଇ ବିଭିନ୍ନ ପ୍ରକଳ୍ପର ସ୍ଥିତି  ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ବୈଠକରେ ଜିଲ୍ଲା ଯୋଜନା ବୋର୍ଡ […]

rayagada

rayagada

Rakesh Mallick
  • Published: Friday, 24 July 2015
  • Updated: 24 July 2015, 08:42 AM IST

Sports

Latest News

ରାୟଗଡା: ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ରାୟଗଡା ଜିଲ୍ଲା ଗସ୍ତ କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି। ରାୟଗଡା ବ୍ଲକ୍ ଅନ୍ତର୍ଗତ ଜେମାଦେଇପେଣ୍ଠ ସେତୁ, ଶିରିକଣା ସେତୁ, ମାଲିଗାଁ ସେତୁ ସମେତ କତାପେଟା ଗାଁରେ ଥିବା ସ୍କୁଲଗୃହ ଉଦଘାଟନ କରିଛନ୍ତି।

ପରେ ସେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭାଗୀୟ ଅଧିକାରୀଙ୍କୁ ନେଇ ବିଭିନ୍ନ ପ୍ରକଳ୍ପର ସ୍ଥିତି  ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ବୈଠକରେ ଜିଲ୍ଲା ଯୋଜନା ବୋର୍ଡ ଉପାଧ୍ୟକ୍ଷ ଏନ. ଭାସ୍କର ରାଓ, ଗ୍ରାମ୍ୟ ଉନ୍ନୟନ ବିଭାଗ ଇଂଞ୍ଜିନିୟର ଓ ୪ଟି ଜିଲ୍ଲାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story