ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସରେଗୁଲାର ପ୍ରଶ୍ନପତ୍ର

<p>କୋଣାର୍କ(ଓଡ଼ିଶା ରିପୋର୍ଟର): ରେଗୁଲାର ଛାତ୍ରଙ୍କୁ ଏକ୍ସରେଗୁଲାର ପ୍ରଶ୍ନପତ୍ର। ଏପରି ଅଭିଯୋଗ ଆସିଛି କୋଣାର୍କ ଭଗବତି ମହାବିଦ୍ୟାଳୟରୁ। ଏହାକୁ ନେଇ କଲେଜରେ ଉତ୍ତେଜନା ପ୍ରକାଶ ପାଇଛି।<br /> ଆଜି ଯୁକ୍ତ ଦୁଇ କମର୍ସ ରେଗୁଲାର ପରୀକ୍ଷାରେ ମାତୃଭାଷା ଓଡ଼ିଆ ଥିଲା। ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ଏହି କେନ୍ଦ୍ରରେ ୧୭ ଜଣ ରେଗୁଲାର ଓ ୨ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିଲେ। ତେବେ ପରୀକ୍ଷା ଆରମ୍ଭ ହେବା କ୍ଷଣି ଛାତ୍ରଛାତ୍ରୀଙ୍କୁ ଏକ୍ସରେଗୁଲାର ପ୍ରଶ୍ନପତ୍ର ଦିଆ ଯାଇଥିଲା। ଏ ସମ୍ପର୍କରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦାୟିତ୍ୱରେ ଥିବା ସୁପରିଟେଣ୍ଡେଣ୍ଟଙ୍କ ପାଖରେ ଅଭିଯୋଗ କରିଥିଲେ। ମାତ୍ର ସେ ଏଥିପ୍ରତି ତିଳେ ମାତ୍ର ନଜର ଦେଇନଥିଲେ। ପରୀକ୍ଷା ସରିବା ପରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବମାନେ ସୁପରିଟେଣ୍ଡେଣ୍ଟଙ୍କ ଏପରି କାର୍ଯ୍ୟକୁ ବିରୋଧ କରିଥିଲେ। ଏପରିକି ଧାରଣା ମଧ୍ୟ ଦେଇଥିଲେ। ଫଳରେ କଲେଜ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। କୋଣାର୍କ ଥାନା ଅଧିକାରୀ କଲେଜରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମାତ୍ର ଏନେଇ କଲେଜ ପକ୍ଷରୁ କୌଣସି ଉତ୍ତର ମିଳିନାହିଁ।</p>

Ordigital Desk
  • Published: Thursday, 08 March 2018
  • Updated: 08 March 2018, 06:26 PM IST

Sports

Latest News

<p>କୋଣାର୍କ(ଓଡ଼ିଶା ରିପୋର୍ଟର): ରେଗୁଲାର ଛାତ୍ରଙ୍କୁ ଏକ୍ସରେଗୁଲାର ପ୍ରଶ୍ନପତ୍ର। ଏପରି ଅଭିଯୋଗ ଆସିଛି କୋଣାର୍କ ଭଗବତି ମହାବିଦ୍ୟାଳୟରୁ। ଏହାକୁ ନେଇ କଲେଜରେ ଉତ୍ତେଜନା ପ୍ରକାଶ ପାଇଛି।<br />ଆଜି ଯୁକ୍ତ ଦୁଇ କମର୍ସ ରେଗୁଲାର ପରୀକ୍ଷାରେ ମାତୃଭାଷା ଓଡ଼ିଆ ଥିଲା। ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ଏହି କେନ୍ଦ୍ରରେ ୧୭ ଜଣ ରେଗୁଲାର ଓ ୨ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିଲେ। ତେବେ ପରୀକ୍ଷା ଆରମ୍ଭ ହେବା କ୍ଷଣି ଛାତ୍ରଛାତ୍ରୀଙ୍କୁ ଏକ୍ସରେଗୁଲାର ପ୍ରଶ୍ନପତ୍ର ଦିଆ ଯାଇଥିଲା। ଏ ସମ୍ପର୍କରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦାୟିତ୍ୱରେ ଥିବା ସୁପରିଟେଣ୍ଡେଣ୍ଟଙ୍କ ପାଖରେ ଅଭିଯୋଗ କରିଥିଲେ। ମାତ୍ର ସେ ଏଥିପ୍ରତି ତିଳେ ମାତ୍ର ନଜର ଦେଇନଥିଲେ। ପରୀକ୍ଷା ସରିବା ପରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବମାନେ ସୁପରିଟେଣ୍ଡେଣ୍ଟଙ୍କ ଏପରି କାର୍ଯ୍ୟକୁ ବିରୋଧ କରିଥିଲେ। ଏପରିକି ଧାରଣା ମଧ୍ୟ ଦେଇଥିଲେ। ଫଳରେ କଲେଜ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। କୋଣାର୍କ ଥାନା ଅଧିକାରୀ କଲେଜରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମାତ୍ର ଏନେଇ କଲେଜ ପକ୍ଷରୁ କୌଣସି ଉତ୍ତର ମିଳିନାହିଁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos