ଓଏଚ୍‌ଆର୍‌ସିରେ ଦାଖଲ ହେଲା କୁନ୍ଦୁଲି ପୀଡ଼ିତାଙ୍କ ମେଡ଼ିକାଲ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ଓଡିଶା ମାନବାଧିକାର କମିଶନ(ଓଏଚ୍‌ଆରସି)ଙ୍କ ନିକଟରେ ଦାଖଲ ହେଲା ମେଡିକାଲ ରିପୋର୍ଟ। ପୂର୍ବରୁ ରିପୋର୍ଟ ପ୍ରଦାନ କରାଯାଇ ନ ଥିବାରୁ କମିଶନ୍ କ୍ଷୁବ୍ଧ ହୋଇଥିଲେ। ସେହିପରି ପୀଡିତାଙ୍କ ଚିକିତ୍ସା ସମ୍ପର୍କରେ ସବିଶେଷ ରିପୋର୍ଟ ଦେବାକୁ କମିଶନ କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲର ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତା ୧୦ ତାରିଖରେ ବ୍ୟକ୍ତିଗତ ଭାବେ ହାଜର କରିବାକୁ କହିଛନ୍ତି। ସେପଟେ ଏଚ୍‌ଆର୍‌ପିସିର ଅତିରିକ୍ତ ଡିଜି ଘଟଣାର ଫାଇନାଲ ରିପୋର୍ଟ […]

ohrc

ohrc

Rakesh Mallick
  • Published: Monday, 06 November 2017
  • Updated: 06 November 2017, 10:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ଓଡିଶା ମାନବାଧିକାର କମିଶନ(ଓଏଚ୍‌ଆରସି)ଙ୍କ ନିକଟରେ ଦାଖଲ ହେଲା ମେଡିକାଲ ରିପୋର୍ଟ। ପୂର୍ବରୁ ରିପୋର୍ଟ ପ୍ରଦାନ କରାଯାଇ ନ ଥିବାରୁ କମିଶନ୍ କ୍ଷୁବ୍ଧ ହୋଇଥିଲେ। ସେହିପରି ପୀଡିତାଙ୍କ ଚିକିତ୍ସା ସମ୍ପର୍କରେ ସବିଶେଷ ରିପୋର୍ଟ ଦେବାକୁ କମିଶନ କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲର ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତା ୧୦ ତାରିଖରେ ବ୍ୟକ୍ତିଗତ ଭାବେ ହାଜର କରିବାକୁ କହିଛନ୍ତି। ସେପଟେ ଏଚ୍‌ଆର୍‌ପିସିର ଅତିରିକ୍ତ ଡିଜି ଘଟଣାର ଫାଇନାଲ ରିପୋର୍ଟ ଦାଖଲ କରିବା ସହ ଏହାକୁ ଗୋପନୀୟ ରଖିବାକୁ ଅନୁରୋଧ କରିଛନ୍ତି। କୁନ୍ଦୁଲି ଘଟଣାରେ ୬ଜଣ ମାନବାଧିକାର କର୍ମୀଙ୍କ ଆବେଦନ ଆଧାରରେ ଶୁଣାଣି କରୁଛନ୍ତି ମାନବାଧିକାର କମିଶନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos