ନିଜ ଇସ୍ତଫା ପତ୍ରରେ କ’ଣ ଲେଖିଛନ୍ତି ବୈଜୟନ୍ତ, ପଢନ୍ତୁ ମୁଖ୍ୟାଂଶ

ବିଜେଡିରୁ ଇସ୍ତଫା ଦେଇଛନ୍ତି ସଂସଦ ବୈଜୟନ୍ତ ପଣ୍ଡା। ସମ୍ପ୍ରତି କେନ୍ଦ୍ରାପଡ଼ା ସାଂସଦ ଥିବା ଦଳର ଏହି ବରିଷ୍ଠ ରାଜନେତାଙ୍କୁ କିଛିଦିନ ହେବ ଦଳରୁ ନିଲମ୍ବିତ କରାଯାଇଥିଲା। ଶେଷରେ କଳ୍ପନାଜଳ୍ପନାର ଅନ୍ତ ଘଟାଇ ପଣ୍ଡା ଇସ୍ତଫା ଦେଇଛନ୍ତି। ନିଜ ଇସ୍ତଫା ପତ୍ରରେ ବିଜେଡି ସମ୍ପର୍କରେ ଯାହା ଲେଖିଛନ୍ତି ବୈଜୟନ୍ତ ଆମେ ତାହାର ମୁଖ୍ୟାଂଶ ଏଠାରେ ଉପସ୍ଥାପନ କରୁଛୁ। ଆମ ବିଜେଡିରେ ରାଜନୀତି ଯେଉଁସ୍ତରକୁ ଯାଇଛି ସେଭଳି ପରିସ୍ଥିତିରେ ମୁଁ ଅତ୍ୟଧିକ କ୍ଷୋଭ, ମର୍ମାହତ ଓ ପରିତାପର ସହ ଦଳ […]

jay

jay

Rakesh Mallick
  • Published: Monday, 28 May 2018
  • Updated: 28 May 2018, 06:45 PM IST

Sports

Latest News

ବିଜେଡିରୁ ଇସ୍ତଫା ଦେଇଛନ୍ତି ସଂସଦ ବୈଜୟନ୍ତ ପଣ୍ଡା। ସମ୍ପ୍ରତି କେନ୍ଦ୍ରାପଡ଼ା ସାଂସଦ ଥିବା ଦଳର ଏହି ବରିଷ୍ଠ ରାଜନେତାଙ୍କୁ କିଛିଦିନ ହେବ ଦଳରୁ ନିଲମ୍ବିତ କରାଯାଇଥିଲା। ଶେଷରେ କଳ୍ପନାଜଳ୍ପନାର ଅନ୍ତ ଘଟାଇ ପଣ୍ଡା ଇସ୍ତଫା ଦେଇଛନ୍ତି। ନିଜ ଇସ୍ତଫା ପତ୍ରରେ ବିଜେଡି ସମ୍ପର୍କରେ ଯାହା ଲେଖିଛନ୍ତି ବୈଜୟନ୍ତ ଆମେ ତାହାର ମୁଖ୍ୟାଂଶ ଏଠାରେ ଉପସ୍ଥାପନ କରୁଛୁ।

  • ଆମ ବିଜେଡିରେ ରାଜନୀତି ଯେଉଁସ୍ତରକୁ ଯାଇଛି ସେଭଳି ପରିସ୍ଥିତିରେ ମୁଁ ଅତ୍ୟଧିକ କ୍ଷୋଭ, ମର୍ମାହତ ଓ ପରିତାପର ସହ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛି।
  • ଗତ ୪ ବର୍ଷ ଧରି ପରିସ୍ଥିତି ଖରାପରୁ ଅତି ଖରାପ ଆଡକୁ ଗତି କରିଛି। କିନ୍ତୁ ଦଳ ସେତେବେଳେ ଅମାନବୀୟ ବ୍ୟବହାର ପ୍ରଦର୍ଶନ କଲା ବୋଲି ମୁଁ ଅନୁଭବ କଲି, ଯେତେବେଳେ କି ବିଜେଡିରୁ କେହି ଜଣେ ହେଲେ ମୋ ସ୍ୱର୍ଗତ ପିତାଙ୍କ ଶେଷ ଦର୍ଶନ ପାଇଁ ଆସି ନ ଥିଲେ।
  • ଏ କଥା ସମସ୍ତେ ଜାଣନ୍ତି ଯେ, କେତେ ଦଶନ୍ଧି ଧରି ବିଜୁ ଅଙ୍କଲ ଓ ମୋ ବାପା ଅନ୍ତରଙ୍ଗ ବନ୍ଧୁ ଥିଲେ।
  • ଯେତେବେଳେ କି, ଅନ୍ୟ ସମସ୍ତ ଦଳରୁ ବରିଷ୍ଠ ନେତାମାନେ ମୋ ବାପାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ।
  • ଯେତେବେଳେ ମୁଁ ଜାଣିବାକୁ ପାଇଲି ଯେ, ମୋ ବାପା ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କ ଶେଷଦର୍ଶନ ପାଇଁ ବିଜେଡି ନେତାଙ୍କୁ ବାରଣ କରାଯାଇଥିଲା।
  • ଏହା ଜାଣିବା ପରେ ମୋ ହୃଦୟକୁ ବାଧିଥିଲା।
  • ଏହାପରେ ମୁଁ ହୃଦବୋଧ କଲି ଯେ, ବିଜେଡି ମତେ ଆଉ ଚାହୁଁନି।
  •  ଦଳ ମତେ କାଢ଼ି ଦେବାକୁ ଚାହୁଁଛି।
  • ଏହା ମୋ ଆତ୍ମସମ୍ମାନରେ ଆଞ୍ଚ ଆଣିଛି।
  • ଦଳର ଏଭଳି ସଂକୀର୍ଣ୍ଣ ପରିବେଶ ଭିତରେ ମୁଁ ନିଜର ଆତ୍ମ ସମ୍ମାନକୁ ବଳି ଦେବାକୁ ଚାହୁଁନି।
  • ଆମ ପାରିବାରିକ ସଂପର୍କ ବାଦ୍, ୧୯୯୫ରୁ ୧୯୯୭ ମସିହା ଯାଏ, ବିଜୁ ଅଙ୍କଲ ତାଙ୍କ ଜୀବନର ଶେଷ ଦୁଇବର୍ଷର ରାଜନୈତିକ କାର୍ଯ୍ୟକ୍ରମରେ ମତେ ସାମିଲ୍ କରିବାକୁ ଉପଯୁକ୍ତ ଭାବିଥିଲେ।
  • ସେ ଏକ ନୂଆ ରାଜନୈତିକ ଦଳ ଗଢ଼ନ୍ତୁ ବୋଲି ଆମେ କେତେଜଣ ତାଙ୍କ ପାଖରେ ଯୁକ୍ତି ଉପସ୍ଥାପନ କରୁଥିଲୁ। କିନ୍ତୁ ତାହା ସମ୍ଭବ ହେବା ଆଗରୁ ତାଙ୍କର ମୃତ୍ୟୁ ହୋଇଥିଲା।
  • ଚାପର ବଶବର୍ତ୍ତୀ ହୋଇ ମୋ ବିରୋଧରେ ଗଣମାଧ୍ୟଗୁଡିକରେ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରାଯାଇଛି।
  • ମୁଁ ଓ ମୋ ସହିତ ଥିବା ବ୍ୟକ୍ତିବିଶେଷ, ସଂସ୍ଥାକୁ ମଧ୍ୟ ଅତି ଅସୌଜନ୍ୟ ଭାବେ ଅପମାନିତ କରାଯାଇଛ।
  • ଏକବିଂଶ ଶତାବ୍ଦୀରେ ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରରେ ଏକ ରାଜନୈତିକ ଦଳର ଏହା ହେଉଛି ଷ୍ଟାଲିନିଷ୍ଟ ରଣନୀତି।
  • ଏପରି କରି ସରକାରୀ କଳର ଦୂରୁପଯୋଗ କରାଯାଇଛି।
  • ମୁଁ ଜଣେ ସାଧାରଣ ନାଗରିକ ଭାବେ ନିଜ କର୍ତ୍ତବ୍ୟ ସମ୍ପାଦନ କରିଛି।
  • କେବେହେଲେ କୌଣସି ସ୍ୱାର୍ଥ ରଖି ଅଥବା ଅର୍ଥ ସମ୍ପର୍କୀୟ ଲାଳସାରେ କୌଣସି ରାଜନୈତିକ ନେତା, ଅମଲା ତଥା ସରକାରୀ ଅଧିକାରୀଙ୍କ ମାଧ୍ୟମରେ ସେମାନଙ୍କ ଅଧିକାରର ଦୂରୁପଯୋଗ ଲାଗି ପ୍ରୋତ୍ସାହିତ କରିନାହିଁ।
  • ମୁଁ ସର୍ବଦା ବିଜୁ ଅଙ୍କଲଙ୍କ ଅନୁଗାମୀ ଭାବେ ନିଜକୁ ଗୌରବାନ୍ୱିତ ମନେ କରିବି ।
  • ମୁଁ ଯେଉଁ ସଭ୍ୟ, ଆଦର୍ଶ ସିଦ୍ଧାନ୍ତ ସମ୍ପନ୍ନ ଦଳକୁ ସହାୟତା କରି ଆସୁଥିଲି ସେ ଦଳ ଆଜି ମରିଯାଇଛି ବୋଲି କ୍ଷୋଭର ସହ ମତେ କହିବାକୁ ପଡୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story