ଟାଙ୍ଗୀରେ ଆରଆଇ ସଂଘର କଲମ ଛାଡ଼ ଆନ୍ଦୋଳନ

<p>ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲର ଅଚ୍ୟୁତପୁର ଆରଆଇ ଅଜିତ୍ ସାହୁଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ଗିରଫ ଓ ତହସିଲଦାରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବି କରିଛି ରାଜ୍ୟ ଆର୍&zwnj;ଆଇ ସଂଘ। ପ୍ରତିବାଦରେ ଆଜିଠାରୁ ଆରଆଇ ସଂଘ ପକ୍ଷରୁ ଟାଙ୍ଗି ତହସିଲରେ କଲମ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି। ଏହାସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସଂଘ ଧମକ ଦିଆଯାଇଛି। କ&rsquo;ଣ ପାଇଁ ରାତି ୩ଟାରେ ତହସିଲଦାର ଆରଆଇଙ୍କୁ ପଠାଇଲେ ସ୍ପଷ୍ଟ କରନ୍ତୁ ବୋଲି ସଂଘ ଦାବି କରିଛି। ଦରକାର ହେଲେ ତହସିଲଦାରଙ୍କ ନାଁରେ ଏତଲା ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।</p>

Ordigital Desk
  • Published: Tuesday, 13 March 2018
  • Updated: 13 March 2018, 08:13 AM IST
<p>ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲର ଅଚ୍ୟୁତପୁର ଆରଆଇ ଅଜିତ୍ ସାହୁଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ଗିରଫ ଓ ତହସିଲଦାରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବି କରିଛି ରାଜ୍ୟ ଆର୍&zwnj;ଆଇ ସଂଘ। ପ୍ରତିବାଦରେ ଆଜିଠାରୁ ଆରଆଇ ସଂଘ ପକ୍ଷରୁ ଟାଙ୍ଗି ତହସିଲରେ କଲମ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି। ଏହାସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସଂଘ ଧମକ ଦିଆଯାଇଛି। କ&rsquo;ଣ ପାଇଁ ରାତି ୩ଟାରେ ତହସିଲଦାର ଆରଆଇଙ୍କୁ ପଠାଇଲେ ସ୍ପଷ୍ଟ କରନ୍ତୁ ବୋଲି ସଂଘ ଦାବି କରିଛି। ଦରକାର ହେଲେ ତହସିଲଦାରଙ୍କ ନାଁରେ ଏତଲା ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos