ମୋ ଜୀବନ ପ୍ରତି ବିପଦ ଅଛି: ରିଷିଙ୍କ ସାଙ୍ଗ

ଭୁବନେଶ୍ୱର: ବିବାଦୀୟ ଭାଇରାଲ୍ ସେକ୍ସ ଭିଡିଓ ଓ ରିଷିଙ୍କ ମୃତ୍ୟୁ ଘଟଣା ମଧ୍ୟରେ ସଂପର୍କ ଥିବା ନେଇ ଗତକାଲି ତାଙ୍କର ଦୁଇ ଜଣ ବନ୍ଧୁ ଗଣମାଧ୍ୟମକୁ କହିଥିଲେ। ତେବେ ଗଣମାଧ୍ୟମକୁ ଏଭଳି ବୟାନ ଦେବା ପରେ ସେମାନଙ୍କ ମଧ୍ୟରୁ ଜଣଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ହୋଇଛି। ରିଷିଙ୍କର ଉକ୍ତ ସାଙ୍ଗ ଜଣଙ୍କ ଆଜି ନିଜେ ଏହି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଗତକାଲି ବୟାନ ଦେବା ପରେ କିଛି ଅଜଣା ବ୍ୟକ୍ତି ତାଙ୍କୁ […]

rishi'sfriend

rishi'sfriend

Rakesh Mallick
  • Published: Friday, 23 December 2016
  • Updated: 23 December 2016, 09:36 PM IST

Sports

Latest News

ଭୁବନେଶ୍ୱର: ବିବାଦୀୟ ଭାଇରାଲ୍ ସେକ୍ସ ଭିଡିଓ ଓ ରିଷିଙ୍କ ମୃତ୍ୟୁ ଘଟଣା ମଧ୍ୟରେ ସଂପର୍କ ଥିବା ନେଇ ଗତକାଲି ତାଙ୍କର ଦୁଇ ଜଣ ବନ୍ଧୁ ଗଣମାଧ୍ୟମକୁ କହିଥିଲେ। ତେବେ ଗଣମାଧ୍ୟମକୁ ଏଭଳି ବୟାନ ଦେବା ପରେ ସେମାନଙ୍କ ମଧ୍ୟରୁ ଜଣଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ହୋଇଛି। ରିଷିଙ୍କର ଉକ୍ତ ସାଙ୍ଗ ଜଣଙ୍କ ଆଜି ନିଜେ ଏହି ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଯେ ଗତକାଲି ବୟାନ ଦେବା ପରେ କିଛି ଅଜଣା ବ୍ୟକ୍ତି ତାଙ୍କୁ ଖୋଜୁଛନ୍ତି। ସେମାନେ ତାଙ୍କ ପାଖକୁ ଫୋନ୍ କରୁଛନ୍ତି। ତେବେ ରିଷି ମୃତ୍ୟୁ ସହ ଭାଇରାଲ୍ ଭିଡିଓର ସଂପର୍କ ଥିବା ନେଇ ସେ ସମସ୍ତ ତଥ୍ୟ ପୋଲିସ୍ କମିଶନରଙ୍କୁ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ପୁଣି ଦୋହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story