ବନ୍ଧୁକ ଧରି ବୁଲୁଥିଲେ, ପୋଲିସ ମାଡ଼ିବସିଲା

ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ଦୁଇଜଣ ଅପରାଧୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଶୁଭମ ପ୍ରଧାନ ଓ ଚିନ୍ମୟ ସାମଲ। ପୋଲିସ ସେମାନଙ୍କଠାରୁ ଗୋଟିଏ ପିସ୍ତଲ, ୫ଟି ଅଫୁଟା ଗୁଳି, ୨ଟି ମୋବାଇଲ ଫୋନ ଓ ଗୋଟିଏ ବାଇକ୍‌ ଜବତ କରିଛନ୍ତି। ଦୁଇ ଜଣଙ୍କ ନାମରେ ରାଉରକେଲାର ବିଭିନ୍ନ ଥାନାରେ ପୂର୍ବରୁ ମଧ୍ୟ ଅପରାଧୀକ ମାମଲା ରହିଛି। ଏମାନେ ବିଶ୍ରା ଛକ ବାସ୍‌ ଷ୍ଟାଣ୍ଡ ଅଞ୍ଚଳରେ ସନ୍ଦେହଜନକ ଭାବେ ଯାଉଥିବା […]

Rakesh Mallick
  • Published: Saturday, 07 October 2017
  • Updated: 07 October 2017, 06:54 PM IST

ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ଦୁଇଜଣ ଅପରାଧୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଶୁଭମ ପ୍ରଧାନ ଓ ଚିନ୍ମୟ ସାମଲ। ପୋଲିସ ସେମାନଙ୍କଠାରୁ ଗୋଟିଏ ପିସ୍ତଲ, ୫ଟି ଅଫୁଟା ଗୁଳି, ୨ଟି ମୋବାଇଲ ଫୋନ ଓ ଗୋଟିଏ ବାଇକ୍‌ ଜବତ କରିଛନ୍ତି। ଦୁଇ ଜଣଙ୍କ ନାମରେ ରାଉରକେଲାର ବିଭିନ୍ନ ଥାନାରେ ପୂର୍ବରୁ ମଧ୍ୟ ଅପରାଧୀକ ମାମଲା ରହିଛି।

ଏମାନେ ବିଶ୍ରା ଛକ ବାସ୍‌ ଷ୍ଟାଣ୍ଡ ଅଞ୍ଚଳରେ ସନ୍ଦେହଜନକ ଭାବେ ଯାଉଥିବା ବେଳେ ପୋଲିସର ସନ୍ଦେହ ହୋଇଥିଲା। ପରେ ସେମାନଙ୍କ ତଲାସିବାରୁ ମାରଣାସ୍ତ୍ର ମିଳିଥିଲା।

ଆଇଆଇସି ଉପେନ୍ଦ୍ର ପ୍ରଧାନ କହିଛନ୍ତି-“ବିଶ୍ରା ଛକରେ ଶୁଭମ ଓ ଚିନ୍ମୟ ପିସ୍ତଲ ଧରି ବୁଲିଥିବା ଖବର ପାଇ ସେମାନଙ୍କୁ ଗିରଫ କରାଯାଇଛି। ଏମାନେ ଲୋକଙ୍କୁ ଭୟଭୀତ କରି ଚାନ୍ଦା ଆଦାୟ କରୁଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story