ଅଟୋ ଓଲଟି ୪ ଗୁରୁତର

ଭବାନୀପାଟଣା (ଅଜିତ ସିଂହ): ଭବାନୀପାଟଣାର ତେରେନାମ ଘାଟିରେ ଏକ ଅଟୋ  ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କ ଆହତଙ୍କୁ  ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡ଼ିଛି।

ସପ୍ତାହିକ ହାଟ କରିବା ପାଇଁ ୭ରୁ ୮ଜଣ ଲୋକ ଆଜି ଅଟୋରେ ଭବାନୀପାଟଣା ଆସୁଥିଲେ। ଭଟାଙ୍ଗପଦର ନିକଟ ତେରେନାମ ଘାଟିରେ ଅଟୋଟି ଭାରାସାମ୍ୟ ହରାଇ ଓଲଟି ପଡ଼ିଥିଲା।

Previous ArticleNext Article

Send this to a friend