ଅଟୋ ଓଲଟି ୪ ଗୁରୁତର

<p>ଭବାନୀପାଟଣା (ଅଜିତ ସିଂହ): ଭବାନୀପାଟଣାର ତେରେନାମ ଘାଟିରେ ଏକ ଅଟୋ&nbsp; ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କ ଆହତଙ୍କୁ &nbsp;ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡ଼ିଛି।</p> <p>ସପ୍ତାହିକ ହାଟ କରିବା ପାଇଁ ୭ରୁ ୮ଜଣ ଲୋକ ଆଜି ଅଟୋରେ ଭବାନୀପାଟଣା ଆସୁଥିଲେ। ଭଟାଙ୍ଗପଦର ନିକଟ ତେରେନାମ ଘାଟିରେ ଅଟୋଟି ଭାରାସାମ୍ୟ ହରାଇ ଓଲଟି ପଡ଼ିଥିଲା।</p>

Ordigital Desk
  • Published: Tuesday, 08 May 2018
  • Updated: 08 May 2018, 12:01 PM IST

Sports

Latest News

<p>ଭବାନୀପାଟଣା (ଅଜିତ ସିଂହ): ଭବାନୀପାଟଣାର ତେରେନାମ ଘାଟିରେ ଏକ ଅଟୋ&nbsp; ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କ ଆହତଙ୍କୁ &nbsp;ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡ଼ିଛି।</p><p>ସପ୍ତାହିକ ହାଟ କରିବା ପାଇଁ ୭ରୁ ୮ଜଣ ଲୋକ ଆଜି ଅଟୋରେ ଭବାନୀପାଟଣା ଆସୁଥିଲେ। ଭଟାଙ୍ଗପଦର ନିକଟ ତେରେନାମ ଘାଟିରେ ଅଟୋଟି ଭାରାସାମ୍ୟ ହରାଇ ଓଲଟି ପଡ଼ିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos