ଟିପ୍ପର ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ, ଉତ୍ତେଜନା

ଆଠଗଡ଼ (ଓଡ଼ିଶା ରିପୋର୍ଟର): ଖୁଣ୍ଟୁଣୀ ଥାନା ଷ୍ଟେସନ୍‌ ରୋଡ଼୍‌ରେ ଏକ ଟିପ୍ପର ଧକ୍କାରେ ଜଣେ ୧୪ ବର୍ଷୀୟ ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଛାତ୍ରୀ ଜଣକ ହେଲେ ବାବୁ ନାୟକଙ୍କ ଝିଅ ମାମିନା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ୫୫ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ରାସ୍ତାର ଦୁଇ ପାର୍ଶ୍ୱରେ ଶହଶହ ଗାଡ଼ି ଛିଡ଼ା ହୋଇଥିଲା। ଖବର ପାଇ ଖୁଣ୍ଟୁଣୀ […]

Rakesh Mallick
  • Published: Monday, 23 October 2017
  • Updated: 23 October 2017, 10:37 PM IST

Sports

Latest News

ଆଠଗଡ଼ (ଓଡ଼ିଶା ରିପୋର୍ଟର): ଖୁଣ୍ଟୁଣୀ ଥାନା ଷ୍ଟେସନ୍‌ ରୋଡ଼୍‌ରେ ଏକ ଟିପ୍ପର ଧକ୍କାରେ ଜଣେ ୧୪ ବର୍ଷୀୟ ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଛାତ୍ରୀ ଜଣକ ହେଲେ ବାବୁ ନାୟକଙ୍କ ଝିଅ ମାମିନା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ୫୫ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ରାସ୍ତାର ଦୁଇ ପାର୍ଶ୍ୱରେ ଶହଶହ ଗାଡ଼ି ଛିଡ଼ା ହୋଇଥିଲା। ଖବର ପାଇ ଖୁଣ୍ଟୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ।  ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos