ପାଣି ପାଇଁ ତାତିଲେ ଲୋକେ

<p>ଢେଙ୍କାନାଳ(ଓଡ଼ିଶା ରିପୋର୍ଟର):ଢେଙ୍କାନାଳ ମ୍ୟୁନିସିପାଲିଟିର ଦୁଇଟି ଓ୍ୱାର୍ଡକୁ ପାଣି ଆସୁନଥିବାରୁ ଗରା ବାଲଟି ଧରି ରାସ୍ତା ରୋକିଲେ ସ୍ଥାନୀୟ ବାସନ୍ଦା। ଆଜି ସକାଳେ ୧୩ ନଂ ଓ ୧୪ନଂ ୱାର୍ଡବାସୀ ପାଣି ଦାବିରେ ସହରର ମୁଖ୍ୟ ରାସ୍ତାର ପାରାଡାଇଜ୍ ଛକଠାରେ ରାସ୍ତା ରୋକ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ମୋଟର ଅଟକି ରହିଥିଲା।</p> <p>ତେବେ ବିଭାଗୀୟ କର୍ତ୍ତୃପକ୍ଷ ପହଞ୍ଚି ଲୋକଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।</p>

Ordigital Desk
  • Published: Thursday, 19 April 2018
  • Updated: 19 April 2018, 11:56 AM IST

Sports

Latest News

<p>ଢେଙ୍କାନାଳ(ଓଡ଼ିଶା ରିପୋର୍ଟର):ଢେଙ୍କାନାଳ ମ୍ୟୁନିସିପାଲିଟିର ଦୁଇଟି ଓ୍ୱାର୍ଡକୁ ପାଣି ଆସୁନଥିବାରୁ ଗରା ବାଲଟି ଧରି ରାସ୍ତା ରୋକିଲେ ସ୍ଥାନୀୟ ବାସନ୍ଦା। ଆଜି ସକାଳେ ୧୩ ନଂ ଓ ୧୪ନଂ ୱାର୍ଡବାସୀ ପାଣି ଦାବିରେ ସହରର ମୁଖ୍ୟ ରାସ୍ତାର ପାରାଡାଇଜ୍ ଛକଠାରେ ରାସ୍ତା ରୋକ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ମୋଟର ଅଟକି ରହିଥିଲା।</p><p>ତେବେ ବିଭାଗୀୟ କର୍ତ୍ତୃପକ୍ଷ ପହଞ୍ଚି ଲୋକଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos