ଦ୍ୱିତୀୟ କ୍ୟାମ୍ପସ୍‌ ପାଇଁ ଜମି ଚିହ୍ନଟ ଦାବିରେ ଆର୍‌ଡି ଛାତ୍ରୀଙ୍କ ରାସ୍ତାରୋକ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଜୋର ଧରିଲା ରମାଦେବୀ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ୍&zwnj; ପାଇଁ ଜମି ଚିହ୍ନଟ ଦାବି। ଏନେଇ ଆଜି ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ରାସ୍ତାରୋକ କରିଥିଲେ। ଏହାସହ ରମାଦେବୀରେ ପୁଣି ଥରେ ଅଟୋନୋମସ୍ ଲାଗୁ ପାଇଁ ଦାବି କରିଛନ୍ତି। ରମାଦେବୀ କଲେଜକୁ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଏହି ଶିକ୍ଷାନୁଷ୍ଠାନର ଅଟୋନୋମସ୍ ମାନ୍ୟତା ହଟିଛି।</p>

Ordigital Desk
  • Published: Saturday, 17 March 2018
  • Updated: 17 March 2018, 02:44 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଜୋର ଧରିଲା ରମାଦେବୀ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ୍&zwnj; ପାଇଁ ଜମି ଚିହ୍ନଟ ଦାବି। ଏନେଇ ଆଜି ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ରାସ୍ତାରୋକ କରିଥିଲେ। ଏହାସହ ରମାଦେବୀରେ ପୁଣି ଥରେ ଅଟୋନୋମସ୍ ଲାଗୁ ପାଇଁ ଦାବି କରିଛନ୍ତି। ରମାଦେବୀ କଲେଜକୁ ବିଶ୍ୱବିଦ୍ୟାଳୟ ଘୋଷଣା ପରେ ଏହି ଶିକ୍ଷାନୁଷ୍ଠାନର ଅଟୋନୋମସ୍ ମାନ୍ୟତା ହଟିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos