ବମିଖାଲ ଓଭରବ୍ରିଜ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କୁ  କ୍ଷତିପୂରଣ ଦାବିରେ ରାସ୍ତାରୋକ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ବମିଖାଲ ଓଭରବ୍ରିଜ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାଉରକେଲା ନିକଟସ୍ଥ ଲାଠିକଟାରେ ରାସ୍ତାରୋକ କରିଛନ୍ତି ମୃତ ଶ୍ରମିକଙ୍କ ପରିବାର ଓ ଗାଁ ଲୋକେ।  ଘଟଣାରେ ନିର୍ମାଣକାରୀ କମ୍ପାନୀ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି। ଗତକାଲି ରାତିରେ ବମିଖାଲ ଓଭରବ୍ରିଜରେ  ୮ଜଣ ଶ୍ରମିକ ଲୁହା ଛଡ଼ ବାନ୍ଧୁଥିବା ବେଳେ ତାହା ଓଲଟି ପଡ଼ିବାରୁ ୨ଜଣ ଶ୍ରମିକ ଲୁହା ରଡ ତଳେ ଚାପି ହୋଇ ରହିଯାଇ ଯାଇଥିଲେ। ସେମାନେ […]

bgt

bgt

Rakesh Mallick
  • Published: Friday, 04 May 2018
  • Updated: 04 May 2018, 03:43 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ବମିଖାଲ ଓଭରବ୍ରିଜ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାଉରକେଲା ନିକଟସ୍ଥ ଲାଠିକଟାରେ ରାସ୍ତାରୋକ କରିଛନ୍ତି ମୃତ ଶ୍ରମିକଙ୍କ ପରିବାର ଓ ଗାଁ ଲୋକେ।  ଘଟଣାରେ ନିର୍ମାଣକାରୀ କମ୍ପାନୀ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି।

ଗତକାଲି ରାତିରେ ବମିଖାଲ ଓଭରବ୍ରିଜରେ  ୮ଜଣ ଶ୍ରମିକ ଲୁହା ଛଡ଼ ବାନ୍ଧୁଥିବା ବେଳେ ତାହା ଓଲଟି ପଡ଼ିବାରୁ ୨ଜଣ ଶ୍ରମିକ ଲୁହା ରଡ ତଳେ ଚାପି ହୋଇ ରହିଯାଇ ଯାଇଥିଲେ। ସେମାନେ ପ୍ରାୟ ୨୦ମିନିଟ୍ କାଳ ଫସିରହିବା ପରେ ଲୁହା ରଡ୍ ତଳୁ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା।  ମୃତ ଶ୍ରମିକ ଜଣଙ୍କ ହେଲେ ସୁନ୍ଦରଗଡ଼ ଲାଠିକଟାର ଅଜୟ ଭୂମିଜ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story