ବ୍ୟାଣ୍ଡପାର୍ଟି ଗାଡ଼ିକୁ ପିଟିଲା ଟ୍ରକ, ୨ ମୃତ, ୨୪ ଆହତ

<p>ଧର୍ମଗଡ଼(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଜାତୀୟ ରାଜପଥ ୨୬ର କାଲୋପଲା ନିକଟରେ ଏକ ଟ୍ରକ୍ &nbsp;ଭାରସାମ୍ୟ ହରାଇ ଏକ ବ୍ୟାଣ୍ଡପାର୍ଟି ଗାଡ଼ିକୁ ଧକ୍କା&nbsp; ଦେବାରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ&nbsp; ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୃତକମାନେ ବ୍ୟାଣ୍ଡପାର୍ଟି ଦଳର ବୋଲି ଜଣାପଡ଼ିଛି।</p> <p>ବ୍ୟାଣ୍ଡପାଟି ଦଳ ଜୁନାଗଡ଼ର ଏକ ବାହାଘର ରୋଷଣି ସାରି ପିକ୍&zwnj;ଅପ୍&zwnj; ଭ୍ୟାନ୍&zwnj;ରେ ଜୟପାଟଣା ଫେରୁଥିଲେ ବେଳେ ଦୁର୍ଘଟଣା ହୋଇଥିଲା।</p>

Ordigital Desk
  • Published: Wednesday, 21 February 2018
  • Updated: 21 February 2018, 12:13 PM IST

Sports

Latest News

<p>ଧର୍ମଗଡ଼(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଜାତୀୟ ରାଜପଥ ୨୬ର କାଲୋପଲା ନିକଟରେ ଏକ ଟ୍ରକ୍ &nbsp;ଭାରସାମ୍ୟ ହରାଇ ଏକ ବ୍ୟାଣ୍ଡପାର୍ଟି ଗାଡ଼ିକୁ ଧକ୍କା&nbsp; ଦେବାରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ&nbsp; ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୃତକମାନେ ବ୍ୟାଣ୍ଡପାର୍ଟି ଦଳର ବୋଲି ଜଣାପଡ଼ିଛି।</p><p>ବ୍ୟାଣ୍ଡପାଟି ଦଳ ଜୁନାଗଡ଼ର ଏକ ବାହାଘର ରୋଷଣି ସାରି ପିକ୍&zwnj;ଅପ୍&zwnj; ଭ୍ୟାନ୍&zwnj;ରେ ଜୟପାଟଣା ଫେରୁଥିଲେ ବେଳେ ଦୁର୍ଘଟଣା ହୋଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos