ପ୍ରେମ ପାଇଁ ମାର୍କେଟ କମ୍ପ୍ଲେକ୍ସ! କେମିତି ଚାଲୁଛି ରୋମାନ୍ସ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର) କଥାରେ ଅଛି ପ୍ରେମ ମାନେନି ବାଧା ବନ୍ଧନ। ସ୍ଥାନ କାଳ ପାତ୍ର ଏମିତିକି ଜାତି ଗୋତ୍ର କିଛି ଦେଖେନି। ଆଗରୁ ପ୍ରେମ ପାଇଁ ପ୍ରେମୀଯୁଗଳମାନେ ନିରୋଳା ସ୍ଥାନ ଖୋଜୁଥିଲେ। ପୂର୍ବରୁ ଗାଁ ଆମ୍ବତୋଟା, ନଈ କୂଳ କିମ୍ବା କେଉଁ ନିର୍ଜନ ସ୍ଥାନରେ ପ୍ରେମିକ ଓ ପ୍ରେମିକାମାନେ ଭାବଦିନିଆ ହେଉଥିଲେ। ହେଲେ ଏବେକାର ଯୁଗରେ ତ’ ପ୍ରେମର ସଜ୍ଞା ଠାରୁ ସବୁକିଛି ବଦଳିଯାଛି। ପାର୍କ ଠାରୁ ରାସ୍ତାକଡ଼ରେ ଏବେ ଖୋଲମଖୋଲା ଚାଲିଛି ରୋମାନ୍ସ। ତା ସହିତ […]

prema

prema

Rakesh Mallick
  • Published: Saturday, 31 March 2018
  • Updated: 31 March 2018, 05:41 PM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର) କଥାରେ ଅଛି ପ୍ରେମ ମାନେନି ବାଧା ବନ୍ଧନ। ସ୍ଥାନ କାଳ ପାତ୍ର ଏମିତିକି ଜାତି ଗୋତ୍ର କିଛି ଦେଖେନି। ଆଗରୁ ପ୍ରେମ ପାଇଁ ପ୍ରେମୀଯୁଗଳମାନେ ନିରୋଳା ସ୍ଥାନ ଖୋଜୁଥିଲେ। ପୂର୍ବରୁ ଗାଁ ଆମ୍ବତୋଟା, ନଈ କୂଳ କିମ୍ବା କେଉଁ ନିର୍ଜନ ସ୍ଥାନରେ ପ୍ରେମିକ ଓ ପ୍ରେମିକାମାନେ ଭାବଦିନିଆ ହେଉଥିଲେ। ହେଲେ ଏବେକାର ଯୁଗରେ ତ’ ପ୍ରେମର ସଜ୍ଞା ଠାରୁ ସବୁକିଛି ବଦଳିଯାଛି। ପାର୍କ ଠାରୁ ରାସ୍ତାକଡ଼ରେ ଏବେ ଖୋଲମଖୋଲା ଚାଲିଛି ରୋମାନ୍ସ। ତା ସହିତ ରୋଡ଼ ରୋମିଓ ମଧ୍ୟ ରାଜରାସ୍ତା ଉପରେ ବାଇକ ଉପରେ ପାର୍ଟନରକୁ ଧରି ଫିଲ୍ମ ଷ୍ଟାଇଲରେ ରୋମାନ୍ସ କରୁଛନ୍ତି । କାହାକୁ ଡର ଭୟ କିଛି ନାହିଁ। ତେବେ ଏହାରି ଭିତରେ ଏକ ଚର୍ଚ୍ଚିତ ଦୃଶ୍ୟ ସାମ୍ନାକୁ ଆସିଛି। ଯେମିତି ମାର୍କେଟ କମ୍ପ୍ଲେକ୍ସରେ ବିଭିନ୍ନ ଭେରାଇଟିର ଷ୍ଟୋର ପାଇଁ ଜାଗା ଥାଏ ଠିକ୍‌ ସେମିତି ଏଠି ପ୍ରେମ ପାଇଁ  ଖାସ ବ୍ୟବସ୍ଥା ରହିଛି। ଏମିତି ଦୃଶ୍ୟ ଯାହାକୁ ଆପଣ ଦେଖିଲେ ପ୍ରେମନଗରୀ ବୋଲି କହିବେ। ସବୁଠି ଯୋଡ଼ା ଯୋଡ଼ା ହୋଇ ରୋମାନ୍ସରେ ମାତିଛନ୍ତି । ତେବେ ଦେଖନ୍ତୁ ଭିଡିଓ।

https://youtu.be/qYUelocdC4E

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story