ରାଉରକେଲା ଗ୍ୟାସ୍‌ ଲିକ୍‌ ଘଟଣା: ଦୁଇ ପିଲାଙ୍କ ପରେ ଆଖି ବୁଜିଲେ ବାପା

ରାଉରକେଲା: ସାରନଗରୀ ଇନ୍ଦିରାପାଲିରେ ଗ୍ୟାସ୍ ଲିକ୍ ଘଟଣାରେ ଦୁଇ ଭଉଣୀଙ୍କ ପରେ ଏବେ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଛି। ଗୁରୁତର ଆହତ ସୁରେଶ ତ୍ରିପାଠୀ ଚିକିତ୍ସିତ ଅବସ୍ଥାରେ ଆଇଜିଏଚ୍‌ରେ ପ୍ରାଣ ହରାଇଛନ୍ତି। ଆଇଜିଏଚ୍‌ରେ ଆଜି ତାଙ୍କ ୫ବର୍ଷ ଶିଶୁକନ୍ୟାର ମୃତ୍ୟ ଘଟିଥିବା ବେଳେ ଗତକାଲି ୭ ବର୍ଷ ପିଲାର ମୃତ୍ୟୁ ହୋଇଥିଲା। ଏବେ ଗୁରୁତର ଅବସ୍ଥାରେ ସୁରେଶଙ୍କ ପତ୍ନୀ ସୁଚିତ୍ରା ଆଇଜିଏଚରେ ଚିକିତ୍ସିତ ହେଉଛନ୍ତି। ଗତ ୩୧ ତାରିଖରେ ରୋଷେଇ ହେଉଥିବା ବେଳେ ସୁରେଶ ତ୍ରିପାଠୀଙ୍କ ଘରେ […]

rkl gas death

rkl gas death

Rakesh Mallick
  • Published: Sunday, 06 August 2017
  • Updated: 06 August 2017, 05:46 PM IST

Sports

Latest News

ରାଉରକେଲା: ସାରନଗରୀ ଇନ୍ଦିରାପାଲିରେ ଗ୍ୟାସ୍ ଲିକ୍ ଘଟଣାରେ ଦୁଇ ଭଉଣୀଙ୍କ ପରେ ଏବେ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଛି। ଗୁରୁତର ଆହତ ସୁରେଶ ତ୍ରିପାଠୀ ଚିକିତ୍ସିତ ଅବସ୍ଥାରେ ଆଇଜିଏଚ୍‌ରେ ପ୍ରାଣ ହରାଇଛନ୍ତି। ଆଇଜିଏଚ୍‌ରେ ଆଜି ତାଙ୍କ ୫ବର୍ଷ ଶିଶୁକନ୍ୟାର ମୃତ୍ୟ ଘଟିଥିବା ବେଳେ ଗତକାଲି ୭ ବର୍ଷ ପିଲାର ମୃତ୍ୟୁ ହୋଇଥିଲା।

ଏବେ ଗୁରୁତର ଅବସ୍ଥାରେ ସୁରେଶଙ୍କ ପତ୍ନୀ ସୁଚିତ୍ରା ଆଇଜିଏଚରେ ଚିକିତ୍ସିତ ହେଉଛନ୍ତି।

ଗତ ୩୧ ତାରିଖରେ ରୋଷେଇ ହେଉଥିବା ବେଳେ ସୁରେଶ ତ୍ରିପାଠୀଙ୍କ ଘରେ ଗ୍ୟାସ୍‌ ଲିକ୍‌ ହୋଇ ଦୁର୍ଘଟଣା ଘଟିଥିଲା। ଏଥିରେ ୪ଜଣ ଗୁରୁତର ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story