ଜେଜେମା ମରିଯାଇଛି, ତୁ ଥା ମୁଁ ଆସୁଛି

<p>ରାଉରକେଲା(ଓଡିଶା ରିପୋର୍ଟର): &ldquo;୧୭ ନେଭେମ୍ବରରେ ଆମର କୋର୍ଟ ମ୍ୟାରେଜ ହୋଇଥିଲା ୨୭ ଜାନୁଆରୀରେ ସମସ୍ତଙ୍କ ସମ୍ମୁଖରେ ବାହାଘର। ଏହାପରେ ସବୁ ଠିକ୍&zwnj; ଠାକ୍&zwnj; ଚାଲିଥିଲା। ଆମେ ଦୁହେଁ ସ୍ୱାମୀ-ସ୍ତ୍ରୀ ଭାବେ ଦିନ କାଟୁଥିଲୁ। ହଠାତ୍&zwnj; ଦିନେ କହିଲେ &ldquo; ମୋ ଜେଜେମା ମରିଗଲେ, ତୁମେ ଥାଅ ମୁଁ ଆସୁଛି&rdquo;। ବାସ୍&zwnj; ଏତିକି କହି ମତେ ତାଙ୍କ ମଝିଆଁ ଭାଇଙ୍କ ଘରେ ଛାଡି ଚାଲି ଆସିଥିଲେ। ଆଉ ଆଜି ଟିଭିରେ ଖବର ଦେଖି ମୁଁ ଜାଣିବାକୁ ପାଇଲି ଯେ, ଶଙ୍କର ଦ୍ୱୀତିୟ ବିବାହ କରୁଛନ୍ତି।&rdquo;</p> <p>ଏମିତି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ରାଉରକେଲା ମଦୁଆ ସ୍ୱାମୀ ଘଟଣାର ୩ୟ ଚରିତ୍ର। ମାନେ ଅଭିଯୁକ୍ତ ଶଙ୍କରଙ୍କ ପ୍ରଥମ ପତ୍ନୀ ବୋଲି ଦାବି କରୁଥିବା ମହିଳା ଜଣକ। ଏଣେ କାଲି ବିବାହ କରିଥିବା ତାଙ୍କ ପତ୍ନୀ ଘଟଣା ସମ୍ପର୍କରେ ଆଜି ସକାଳେ ଜାଣିବାକୁ ପାଇଥିବା କହିଛନ୍ତି । ଏଣୁ ଏଭଳି ଲୋକ ମରିଯିବା ଦରକାର ବୋଲି ସେ କାନ୍ଦିକାନ୍ଦି ଗଣମାଧ୍ୟମ ସମ୍ମୁଖରେ କହିଥିଲେ।</p>

Ordigital Desk
  • Published: Tuesday, 06 March 2018
  • Updated: 06 March 2018, 07:47 PM IST

Sports

Latest News

<p>ରାଉରକେଲା(ଓଡିଶା ରିପୋର୍ଟର): &ldquo;୧୭ ନେଭେମ୍ବରରେ ଆମର କୋର୍ଟ ମ୍ୟାରେଜ ହୋଇଥିଲା ୨୭ ଜାନୁଆରୀରେ ସମସ୍ତଙ୍କ ସମ୍ମୁଖରେ ବାହାଘର। ଏହାପରେ ସବୁ ଠିକ୍&zwnj; ଠାକ୍&zwnj; ଚାଲିଥିଲା। ଆମେ ଦୁହେଁ ସ୍ୱାମୀ-ସ୍ତ୍ରୀ ଭାବେ ଦିନ କାଟୁଥିଲୁ। ହଠାତ୍&zwnj; ଦିନେ କହିଲେ &ldquo; ମୋ ଜେଜେମା ମରିଗଲେ, ତୁମେ ଥାଅ ମୁଁ ଆସୁଛି&rdquo;। ବାସ୍&zwnj; ଏତିକି କହି ମତେ ତାଙ୍କ ମଝିଆଁ ଭାଇଙ୍କ ଘରେ ଛାଡି ଚାଲି ଆସିଥିଲେ। ଆଉ ଆଜି ଟିଭିରେ ଖବର ଦେଖି ମୁଁ ଜାଣିବାକୁ ପାଇଲି ଯେ, ଶଙ୍କର ଦ୍ୱୀତିୟ ବିବାହ କରୁଛନ୍ତି।&rdquo;</p><p>ଏମିତି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ରାଉରକେଲା ମଦୁଆ ସ୍ୱାମୀ ଘଟଣାର ୩ୟ ଚରିତ୍ର। ମାନେ ଅଭିଯୁକ୍ତ ଶଙ୍କରଙ୍କ ପ୍ରଥମ ପତ୍ନୀ ବୋଲି ଦାବି କରୁଥିବା ମହିଳା ଜଣକ। ଏଣେ କାଲି ବିବାହ କରିଥିବା ତାଙ୍କ ପତ୍ନୀ ଘଟଣା ସମ୍ପର୍କରେ ଆଜି ସକାଳେ ଜାଣିବାକୁ ପାଇଥିବା କହିଛନ୍ତି । ଏଣୁ ଏଭଳି ଲୋକ ମରିଯିବା ଦରକାର ବୋଲି ସେ କାନ୍ଦିକାନ୍ଦି ଗଣମାଧ୍ୟମ ସମ୍ମୁଖରେ କହିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos