ରାଉରକେଲା(ଓଡ଼ିଶା ରିପୋର୍ଟର) : ରାଉରକେଲା ବିସ୍ରା ଥାନା ଅନ୍ତର୍ଗତ ବାଗଡ଼େଗା ଛକରେ ଜଣେ ଧାନ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତିନି ଜଣ ଦୁର୍ବୃତ୍ତ ବାଇକରେ ଆସି ବ୍ୟବସାୟୀଙ୍କୁ ଗୁଳି କରି ଫେରାର ହୋଇ ଯାଇଛନ୍ତି। ମୃତକଙ୍କ ପରିଚୟ ମିଳିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।