୩ ହାତ ଗଡ଼ି ଅଟକିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଥିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ପରମ୍ପରା ମୁତାବକ, ପ୍ରଥମ ଦିନରେ ରୁକୁଣା ରଥ ବଢ଼େଇବାଙ୍କ ପହଞ୍ଚି କଥା। ଯାହା ଚଳିତବର୍ଷ ହୋଇପାରିଲା ନାହିଁ। ଆଜି ମହାପ୍ରଭୁଙ୍କ ରଥ ମାତ୍ର ୨ରୁ ୩ ହାତ ଗଡ଼ିବା ପରେ ବାରମ୍ୱର ଦଉଡି ଛିଡ଼ି ଥିଲା। ଏନେଇ ମାଇକ ଯୋଗେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଘୋଷଣା କରାଯାଇ ଆଜି ପାଇଁ ରଥଟଣା ବନ୍ଦ କରାଯାଇଥିଲା। ଯାହାଫଳରେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। […]

rukuna ratha stopped today

rukuna ratha stopped today

Rakesh Mallick
  • Published: Saturday, 24 March 2018
  • Updated: 24 March 2018, 06:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଥିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ପରମ୍ପରା ମୁତାବକ, ପ୍ରଥମ ଦିନରେ ରୁକୁଣା ରଥ ବଢ଼େଇବାଙ୍କ ପହଞ୍ଚି କଥା। ଯାହା ଚଳିତବର୍ଷ ହୋଇପାରିଲା ନାହିଁ। ଆଜି ମହାପ୍ରଭୁଙ୍କ ରଥ ମାତ୍ର ୨ରୁ ୩ ହାତ ଗଡ଼ିବା ପରେ ବାରମ୍ୱର ଦଉଡି ଛିଡ଼ି ଥିଲା। ଏନେଇ ମାଇକ ଯୋଗେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଘୋଷଣା କରାଯାଇ ଆଜି ପାଇଁ ରଥଟଣା ବନ୍ଦ କରାଯାଇଥିଲା। ଯାହାଫଳରେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆସନ୍ତାକାଲି ଦିନ ସାଢ଼ ୨ଟାରେ ରଥ ଟଣା ଯିବ ବୋଲି ଜଣାପଡ଼ିଛି।

ସୂଚନାରୁ ପ୍ରକାଶ, ମହାପ୍ରଭୁଙ୍କ ରୁକୁଣା ରଥା ଦୁଇ ଦିନ ଧରି ଟଣାଯାଏ। ପ୍ରଥମ ଦିନରେ ରଥ ବଢ଼େଇବାଙ୍କ ପର୍ଯ୍ୟନ୍ତ ଟଣାଯାଏ। ତା’ପର ଦିନ ରଥ ମାଉଷୀମାଆ ଛକ ସ୍ଥିତ ରାମେଶ୍ୱର ମନ୍ଦିର ଅଭିମୁଖେ ଯାଇଥାଏ। ମାତ୍ର ଚଳିତବର୍ଷ ବିଭ୍ରାଟ ଦେଖାଦେଇଛି। ରଥ ଟଣା ଆରମ୍ଭା ହେବା ପରେ ଦଉଡି ବାରମ୍ୱାର ଛିଡ଼ି ଥିଲା। ଯାହାଫଳରେ ରଥା ଟଣାକୁ ବନ୍ଦ ରଖାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story