ଏସ.ସି. ଜମିରଙ୍କୁ ଆଜି ଦିଆଯିବ ବିଦାୟକାଳୀନ ସମ୍ବର୍ଦ୍ଧନା

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏସ.ସି. ଜମିରଙ୍କୁ ଆଜି ପ୍ରଦାନ କରାଯିବ ଗାର୍ଡ ଅଫ ଅନର। ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପୂର୍ବତନ ରାଜ୍ୟପାଳ ଏସ. ସି. ଜମିରଙ୍କୁ ବିଦାୟକକାଳୀନ ସମ୍ବର୍ଦ୍ଧନା ଦିଆଯିବ। ରାଜ୍ୟ ସରକାରଙ୍କ ତରଫରୁ ପୂର୍ବତନ ରାଜ୍ୟପାଳ ଜମିରଙ୍କୁ ଏହି ସମ୍ମାନ ଦିଆଯିବ।</p> <p>ଗତ ୨୦ତାରିଖରେ ପୂର୍ବତନ ରାଜ୍ୟପାଳ ଏସ୍. ସି ଜମିରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଗତକାଲି ରାଜଭବନକୁ ଯାଇ ପୂର୍ବତନ ରାଜ୍ୟପାଳ ଏସ୍. ସି. ଜମିରଙ୍କୁ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଜମିରଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।</p>

Ordigital Desk
  • Published: Saturday, 24 March 2018
  • Updated: 24 March 2018, 09:38 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏସ.ସି. ଜମିରଙ୍କୁ ଆଜି ପ୍ରଦାନ କରାଯିବ ଗାର୍ଡ ଅଫ ଅନର। ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପୂର୍ବତନ ରାଜ୍ୟପାଳ ଏସ. ସି. ଜମିରଙ୍କୁ ବିଦାୟକକାଳୀନ ସମ୍ବର୍ଦ୍ଧନା ଦିଆଯିବ। ରାଜ୍ୟ ସରକାରଙ୍କ ତରଫରୁ ପୂର୍ବତନ ରାଜ୍ୟପାଳ ଜମିରଙ୍କୁ ଏହି ସମ୍ମାନ ଦିଆଯିବ।</p><p>ଗତ ୨୦ତାରିଖରେ ପୂର୍ବତନ ରାଜ୍ୟପାଳ ଏସ୍. ସି ଜମିରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଗତକାଲି ରାଜଭବନକୁ ଯାଇ ପୂର୍ବତନ ରାଜ୍ୟପାଳ ଏସ୍. ସି. ଜମିରଙ୍କୁ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଜମିରଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos