ସାଲେପୁର: କୂଳ ଖାଉଛି ମହାନଦୀ,ଆଶା ଓ ଆଶଙ୍କାରେ ଚାଷୀ

ସାଲେପୁର : କଟକ ଜିଲ୍ଲା ସାଲେପୁର ବ୍ଲକ୍ ଆତୋଡା ଅଞ୍ଚଳରେ କୂଳ ଖାଉଛି ମହାନଦୀ। ନଦୀ ଗର୍ଭରେ ଲୀନ ହେଲାଣି ଶହ ଶହ ଏକର ଚାଷ ଜମି। ଗତ ୫ବର୍ଷ ହେଲାଣି ଏଭଳି ସ୍ଥିତି ଦେଖାଦେଇଛି। ଫଳରେ  ମହାନଦୀ ଅବବାହିକାରେ ସ୍ଥାନୀୟ ଚାଷୀ ନିଜ ନିଜର ଚାଷଜମି ହରାଇବାରେ ଲାଗିଛନ୍ତି। ପ୍ରତିବର୍ଷ ସ୍ଥାନୀୟ ଅଞ୍ଚଳର ଚାଷୀ ପନିପରିବା ଫସଲ କରି ଜୀବିକା ନିର୍ବାହ କରନ୍ତି। ହେଲେ ଦାଉ ସାଧୁଛି ମହାନଦୀ। ଏ ସଂପର୍କରେ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ […]

salepur

salepur

Rakesh Mallick
  • Published: Wednesday, 29 July 2015
  • Updated: 29 July 2015, 12:50 PM IST

salepurସାଲେପୁର : କଟକ ଜିଲ୍ଲା ସାଲେପୁର ବ୍ଲକ୍ ଆତୋଡା ଅଞ୍ଚଳରେ କୂଳ ଖାଉଛି ମହାନଦୀ। ନଦୀ ଗର୍ଭରେ ଲୀନ ହେଲାଣି ଶହ ଶହ ଏକର ଚାଷ ଜମି। ଗତ ୫ବର୍ଷ ହେଲାଣି ଏଭଳି ସ୍ଥିତି ଦେଖାଦେଇଛି। ଫଳରେ  ମହାନଦୀ ଅବବାହିକାରେ ସ୍ଥାନୀୟ ଚାଷୀ ନିଜ ନିଜର ଚାଷଜମି ହରାଇବାରେ ଲାଗିଛନ୍ତି। ପ୍ରତିବର୍ଷ ସ୍ଥାନୀୟ ଅଞ୍ଚଳର ଚାଷୀ ପନିପରିବା ଫସଲ କରି ଜୀବିକା ନିର୍ବାହ କରନ୍ତି। ହେଲେ ଦାଉ ସାଧୁଛି ମହାନଦୀ। ଏ ସଂପର୍କରେ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି। ସେପଟେ କଟକ ଜିଲ୍ଲା ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ କହିଛନ୍ତି, ସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ନିଆଯିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପାଇଁ ଉଦ୍ୟମ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos