ସମ୍ବଲପୁର:ଗଛରେ ପିଟିଲା ବସ୍, ୬ ଗୁରୁତର

bus-aacident

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଭୀମଖୋଜ ନିକଟରେ ଆଜି ଏକ ବସ୍ ଗଛରେ ପିଟି ହେବାରୁ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ବସ୍‌ଟି ଭୁବନେଶ୍ୱରରୁ ନୂଆପଡ଼ା ଅଭିମୁଖେ ଯାଉଥିଲା।

Previous ArticleNext Article

Send this to a friend