ସମ୍ବଲପୁରରେ ମାଓ ଆତଙ୍କ: ରାତିରେ ଗାଁରେ ପଶି ଲୋକଙ୍କୁ ମାରପିଟ ଓ ଲୁଟପାଟ କଲେ

ସମ୍ୱଲପୁର: ବେଶ କିଛି ଦିନର ନିରବତା ପରେ ମାଓ ପ୍ରବଣ ସମ୍ୱଲପୁର ଜିଲ୍ଲା ରେ ପୁଣି ଥରେ ମାତିଲେ ମାଓବାଦୀ। ଧମା ଥାନା ଅନ୍ତର୍ଗତ ଡକରା ଗାଁରେ ଜଣକ ଘରେ ପଶି ଟଙ୍କ।, ମୋବାଇଲ ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି ମାଓବାଦୀ। ଏହାସହ ଅଧିକ ଟଙ୍କା ମାଗିଛନ୍ତି। ନ ହେଲେ ଦୁଇଦିନ ପରେ ପୁଣି ଥରେ ଆସି ଘର ଉଡାଇଦେବେ ବୋଲି ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ଏନେଇ ଏକ ଡକାୟତି ମାମଲା […]

mao in sbl

mao in sbl

Rakesh Mallick
  • Published: Sunday, 26 July 2015
  • Updated: 26 July 2015, 12:06 PM IST

ସମ୍ୱଲପୁର: ବେଶ କିଛି ଦିନର ନିରବତା ପରେ ମାଓ ପ୍ରବଣ ସମ୍ୱଲପୁର ଜିଲ୍ଲା ରେ ପୁଣି ଥରେ ମାତିଲେ ମାଓବାଦୀ। ଧମା ଥାନା ଅନ୍ତର୍ଗତ ଡକରା ଗାଁରେ ଜଣକ ଘରେ ପଶି ଟଙ୍କ।, ମୋବାଇଲ ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି ମାଓବାଦୀ। ଏହାସହ ଅଧିକ ଟଙ୍କା ମାଗିଛନ୍ତି। ନ ହେଲେ ଦୁଇଦିନ ପରେ ପୁଣି ଥରେ ଆସି ଘର ଉଡାଇଦେବେ ବୋଲି ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ଏନେଇ ଏକ ଡକାୟତି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହସହିତ କମ୍ୱିଂ ଅପରେସନକୁ ବି ଜୋରଦାର କରାଯାଇଛି।

sbpଶନିବାର ରାତି ପ୍ରାୟ ସାଢେ ୧୧ବେଳେ ଡକରା ଗାଁର ଅଜିତ ସୁକାନ୍ତ ବରୁଆଙ୍କ ଘରେ ପଶି ଥିଲେ ମାଓବାଦୀ। ସେମାନେ ୬୦୦ଟଙ୍କା, ସୁନା ଓ ୩ଟି ମୋବାଇଲ ଲୁଟି ନେବା ସହ ୫୦ ହଜାର ଟଙ୍କା ଦେବାକୁ କହିଯାଇଛନ୍ତି। ଦୁଇ ଦିନ ପରେ ଆସି ସେମାନେ ଟଙ୍କା ନେବେ ବୋଲି କହିଥିଲେ। ଦୁଇ ଜଣ ମହିଳା ମାଓବାଦୀଙ୍କ ଦେହରେ ଗୁଳି ବାଜି ଥିବା ଯୋଗୁଁ ସେମାନଙ୍କ ଚିକିତ୍ସା ପାଇଁ ଟଙ୍କା ଦରକାର ବୋଲି ସେମାନେ କହିଥିବା ଅଜିତ ସୁକାନ୍ତି ବରୁଆ ସୂଚନା ଦେଇଛନ୍ତି। ସେ ପୋଲିସକୁ କହିଛନ୍ତି ଯେ ୫ରୁ୬ ଜଣ ମାଓବାଦୀ ତାଙ୍କ ଘରେ ପଶିଥିଲେ। ସେମାନଙ୍କ ମୁହଁ କଳାକନାରେ ବନ୍ଧା ହୋଇଥିଲା। ସେମାନେ ହିନ୍ଦୀରେ କଥାବାର୍ତ୍ତା ହେଉଥିଲେ। ସେମାନେ ପ୍ରଥମେ ୩୨ ଜଣଙ୍କ ପାଇଁ ଖାଇବା ଜିନିଷ ମାଗିଥିଲେ। ତା’ପରେ ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ। ତାଙ୍କ ପରିବାର ଲୋକଙ୍କୁ ମାଡ ମାରିଥିଲେ। ଆଲମିରା ଖୋଲି ୬୦୦ ଟଙ୍କ। ଓ ସୁନା କାନଫୁଲ ସମେତ ୩ ଟି ମୋବାଇଲ ମଧ୍ୟ ନେଇଯାଇଥିଲେ। ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି ଗଲାବେଳେ ଧମକ ଦେଇ ଥିଲେ।

ଖବର ପାଇ  ଘଟଣା ସ୍ଥଳକୁ ଯାଇଥିଲା ପୋଲିସ। ଏ ନେଇ ଧମା ଥାନାରେ ମଧ୍ୟ ଏକ ଡକାୟତି ମାମଲା ରୁଜ୍ଜୁ ହୋଇଛି। ସେମାନେ ପ୍ରକୃତରେ ମାଓବାଦୀ କି ନୁହନ୍ତି ସେ ନେଇ ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି। ଗାଁ ମୁଣ୍ଡରେ ଥିବା ଏକ ଦୋକାନ ଘର  ପକାପିଣ୍ଡା ରେ  ରକ୍ତ ପଡିଥିବାର ଦେଖିବାକୁ ମିଳିଛି। ସମ୍ଭବତଃ ସନ୍ଦିଗ୍ଧ ମାଓବାଦୀମାନେ ଯେଉଁ ଆହତ ମହିଳାମାନଙ୍କ କଥା କହୁଥିଲେ ତାହା  ସେମାନଙ୍କର ରକ୍ତ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

ସିଆରପିଏଫ , ଡିଭିଏଫ ଓ ଏସଓଜି ମିଳିତ ଭାବେ ଚଳାଇଛନ୍ତି ଆଖପାଖ ଅଂଚଳରେ ଅପରେସନ।

ଏହି ଘଟଣା ପରେ ପୀଡିତ ପରିବାର ସୁରକ୍ଷା ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story