ବାଲୁକା କଳା ମାଧ୍ୟମରେ ବ୍ଲୁ-ହ୍ୱେଲ୍ ଗେମ୍ ନ ଖେଳିବାକୁ ଯୁବପିଢ଼ିଙ୍କୁ ସଚେତନ କଲେ ସୁଦର୍ଶନ

Sand-art-by-Sudarshan-Pattnaik

ପୁରୀ: ବ୍ଲୁ-ହ୍ୱେଲ୍ ଗେମ୍ ନ ଖେଳିବା ପାଇଁ ଯୁବପୀଢିଙ୍କୁ ସଚେତନ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ସେ ଏହି ସଚେତନତା ବାର୍ତ୍ତା ଦେଇଛନ୍ତି। ବ୍ଲୁ-ହ୍ୱେଲ୍ ଗେମ୍ ସାରା ପୃଥିବୀରେ ‌ଆତଙ୍କ ଖେଳାଉଛି। ଏଥିରୁ ଯୁବପିଢ଼ି ନିବୃତ ରହିବାକୁ ସେ ପରାମର୍ଶ ଦେଇଚନ୍ତି। ବ୍ଲୁ-ହ୍ୱେଲ ଗେମ୍ ଏକ କିଲର, ତେଣୁ ଏହାକୁ ନ ଖେଳିବାକୁ ସେ ଅନୁରୋଧ କରିଛନ୍ତି।

Previous ArticleNext Article

Leave a Reply

Your email address will not be published. Required fields are marked *

Send this to a friend