ବାଲୁକାକଳାରେ ଯକ୍ଷ୍ମା ମୁକ୍ତ ପୃଥିବୀ ଗଠନ ପାଇଁ ଆହ୍ୱାନ ଦେଲେ ମାନସ

<p>ପୁରୀ( ଓଡ଼ିଶା ରିପୋର୍ଟର): ଆଜି ବିଶ୍ୱ ଯକ୍ଷ୍ମା ଦିବସ। ବିଶ୍ୱବ୍ୟାପୀ ଯକ୍ଷ୍ମା ଭଳି ଏକ ଭୟଙ୍କର ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ପାଳନ କରାଯାଉଛି। ଏହି ଉପଲକ୍ଷେ ପୁରୀରେ ସ୍ୟାଣ୍ଡ ଆର୍ଟ ପାର୍କରେ ମାନସ ସାହୁ ନିର୍ମାଣ କରିଛନ୍ତି ଏକ ଆକର୍ଷଣୀୟ ବାଲୁକା କଳା। ଯାହା ମାଧ୍ୟମରେ ଯକ୍ଷ୍ମା ମୁକ୍ତ ପୃଥିବୀ ଗଠନ ପାଇଁ ସେ ଆହ୍ୱାନ ଦେଇଛନ୍ତି। ୧୫ ଫୁଟ୍ ଓସାର ଓ ୨୦ଟନ୍ ବାଲିରେ ନିର୍ମିତ ଏହି କଳାକୃତି ନିର୍ମାଣ ପାଇଁ ମାନସ ଓ ତାଙ୍କ ଛାତ୍ରଛାତ୍ରୀଙ୍କୁ ୭ଘଣ୍ଟା ସମୟ ଲାଗିଥିଲା ଯାହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି।</p>

Ordigital Desk
  • Published: Saturday, 24 March 2018
  • Updated: 24 March 2018, 12:49 PM IST
<p>ପୁରୀ( ଓଡ଼ିଶା ରିପୋର୍ଟର): ଆଜି ବିଶ୍ୱ ଯକ୍ଷ୍ମା ଦିବସ। ବିଶ୍ୱବ୍ୟାପୀ ଯକ୍ଷ୍ମା ଭଳି ଏକ ଭୟଙ୍କର ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ପାଳନ କରାଯାଉଛି। ଏହି ଉପଲକ୍ଷେ ପୁରୀରେ ସ୍ୟାଣ୍ଡ ଆର୍ଟ ପାର୍କରେ ମାନସ ସାହୁ ନିର୍ମାଣ କରିଛନ୍ତି ଏକ ଆକର୍ଷଣୀୟ ବାଲୁକା କଳା। ଯାହା ମାଧ୍ୟମରେ ଯକ୍ଷ୍ମା ମୁକ୍ତ ପୃଥିବୀ ଗଠନ ପାଇଁ ସେ ଆହ୍ୱାନ ଦେଇଛନ୍ତି। ୧୫ ଫୁଟ୍ ଓସାର ଓ ୨୦ଟନ୍ ବାଲିରେ ନିର୍ମିତ ଏହି କଳାକୃତି ନିର୍ମାଣ ପାଇଁ ମାନସ ଓ ତାଙ୍କ ଛାତ୍ରଛାତ୍ରୀଙ୍କୁ ୭ଘଣ୍ଟା ସମୟ ଲାଗିଥିଲା ଯାହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos