ବାଲୁକା କଳା ମାଧ୍ୟମରେ ବଂଶୀଧର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ(ମଧୁସୂଦନ ମିଶ୍ର): ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଆଜି ବଂଶୀଧରଙ୍କ ଏକାଦଶାହ ଅବସରରେ ପୁରୀ ବେଳାଭୂମିରେ ତାଙ୍କ ବାଲୁକା କଳା କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

ଓଡ଼ିଶାର ଗର୍ବ ତଥା ଖ୍ୟାତନାମା  ଶିଳ୍ପପତି ବଂଶୀଧର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ବୋଲି ସୁଦର୍ଶନ ଏହି ବାଲୁକା କଳାରେ ଉଲ୍ଲେଖ କରିଛନ୍ତି ।

Previous ArticleNext Article

Send this to a friend