ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ କଳାପତକା ପ୍ରଦର୍ଶନ କରି ୩ କଂଗ୍ରେସ କର୍ମୀ ଅଟକ

sanjaydsa

ବ୍ରହ୍ମଗିରି: ପୁରୀ-ସାତପଡ଼ା ରାସ୍ତାର ପିରିଜିପୁର ନିକଟରେ ଆଜି କଂଗ୍ରେସ ପକ୍ଷରୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି। କଳାପତାକା ଦେଖାଇଥିବା ଅଭିଯୋଗରେ ପୋଲିସ୍ କୃଷ୍ଣପ୍ରସାଦ ବ୍ଲକ୍ ଯୁବ କଂଗ୍ରେସ ସଭାପତିଙ୍କ ସମେତ ୩ ଜଣଙ୍କୁ ଅଟକ ରଖିଛି।

Previous ArticleNext Article

Send this to a friend