ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କ୍ୟାପଟେନ ମିଶ୍ରଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲ ଗଠନ

ଭୁବନେଶ୍ୱର: ଉତ୍ତର ପ୍ରଦେଶ ପୁଖରାୟାଁ ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଓଡ଼ିଆ ସେନା ଅଧିକାରୀ କ୍ୟାପଟେନ୍‌ ଶୁଭେନ୍ଦୁ ମିଶ୍ରଙ୍କର ଆଜି ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଯାଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭୁବନେଶ୍ୱର ସତ୍ୟନଗର ଶଶ୍ମାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି। କ୍ୟାପଟେନ ମିଶ୍ରଙ୍କ ଘର ନୟାଗଡ଼ ଜିଲ୍ଲା ବିନାୟକପୁରରେ।

କ୍ୟାପଟେନ ମିଶ୍ର ୨୩ ଡେହରାଡୁନସ୍ଥିତ ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜର ୨୦୧୦ ବ୍ୟାଚର  ଥିଲେ। ସେ ୨୩ ପାରାଚୁଟ୍‌ ରେଜିମେଣ୍ଟରେ କାର୍ଯ୍ୟରତ ଥିଲେ।

 

 

 

Previous ArticleNext Article

Send this to a friend