ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ନେଲେ ସତ୍ୟବ୍ରତ ଭୋଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତରାଞ୍ଚଳ ଡିଆଇଜି ଭାବେ ଆଜି ଯୋଗଦେଇଛନ୍ତି ସତ୍ୟବ୍ରତ ଭୋଇ। ସମ୍ବଲପୁର ସ୍ଥିତ କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟରେ ଯୋଗଦେଇଛନ୍ତି। ଭୁବନେଶ୍ୱର ଡିସିପି ପଦବୀରୁ ତାଙ୍କୁ ଉତ୍ତରାଞ୍ଚଳ ଡିଆଇଜି ଭାବେ ପଦୋନ୍ନତି ଦିଆଯାଇଥିଲା। ଆଜି କାର୍ଯ୍ୟରେ ଯୋଗଦେବା ଅବସରରେ ନିଜର ଅନୁଭୁତି ସମ୍ପର୍କରେ ପ୍ରତିକ୍ରିୟା ରଖିଥିଲେ।ଏହାସହ ମାଓ ଦମନ ଏବଂ ଆଇନ ଶୃଙ୍ଖଳା ଉପରେ ଫୋକସ୍ ରହିବ ବୋଲି କହିଥିଲେ।

Ordigital Desk
• Published: Wednesday, 28 March 2018
• Updated: 28 March 2018, 11:57 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତରାଞ୍ଚଳ ଡିଆଇଜି ଭାବେ ଆଜି ଯୋଗଦେଇଛନ୍ତି ସତ୍ୟବ୍ରତ ଭୋଇ। ସମ୍ବଲପୁର ସ୍ଥିତ କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟରେ ଯୋଗଦେଇଛନ୍ତି। ଭୁବନେଶ୍ୱର ଡିସିପି ପଦବୀରୁ ତାଙ୍କୁ ଉତ୍ତରାଞ୍ଚଳ ଡିଆଇଜି ଭାବେ ପଦୋନ୍ନତି ଦିଆଯାଇଥିଲା। ଆଜି କାର୍ଯ୍ୟରେ ଯୋଗଦେବା ଅବସରରେ ନିଜର ଅନୁଭୁତି ସମ୍ପର୍କରେ ପ୍ରତିକ୍ରିୟା ରଖିଥିଲେ।ଏହାସହ ମାଓ ଦମନ ଏବଂ ଆଇନ ଶୃଙ୍ଖଳା ଉପରେ ଫୋକସ୍ ରହିବ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos