ମିନି ଟ୍ରକ୍ ଧକ୍କାରେ ଛାତ୍ର ମୃତ: ଟ୍ରକ୍‌ଟିକୁ ଲୋକେ ଜାଳିଦେଲେ

<p>ନୟାଗଡ଼: ନୟାଗଡ଼ ଜିଲ୍ଲା ଗଡ଼ବାଣିକିଲୋ ଗାଁରେ ମିନି ଟ୍ରକ୍ ଧକ୍କାରେ ଜଣେ ସ୍କୁଲ୍ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ନାଁ ସ୍କୃତିରଞ୍ଜନ ବେହେରା। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ମିନି ଟ୍ରକ୍&zwnj;କୁ ଜାଳି ଦେଇଛନ୍ତି। &nbsp;କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଛନ୍ତି।</p> <p>[vc_video link=&quot;&quot; align=&quot;center&quot;]</p>

Ordigital Desk
  • Published: Saturday, 05 August 2017
  • Updated: 05 August 2017, 10:56 AM IST

Sports

Latest News

<p>ନୟାଗଡ଼: ନୟାଗଡ଼ ଜିଲ୍ଲା ଗଡ଼ବାଣିକିଲୋ ଗାଁରେ ମିନି ଟ୍ରକ୍ ଧକ୍କାରେ ଜଣେ ସ୍କୁଲ୍ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ନାଁ ସ୍କୃତିରଞ୍ଜନ ବେହେରା। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ମିନି ଟ୍ରକ୍&zwnj;କୁ ଜାଳି ଦେଇଛନ୍ତି। &nbsp;କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଛନ୍ତି।</p><p>[vc_video link=&quot;&quot; align=&quot;center&quot;]</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos