ସ୍କ୍ରାଚ୍ କୁପନରେ ଠକେଇ ଅଭିଯୋଗରେ ୨ ଗିରଫ

<p>ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱରରୁ ପୁଣି ଆସିଛି କୁପନ ଠକେଇ ଅଭିଯୋଗ। ଏହି ଅଭିଯୋଗରେ ନୀଳଗିରି ପୋଲିସ୍&zwnj; ବାଲାଜୀ ଆଡଭାଟାଇଜିଂ ସଂସ୍ଥାର ଦୁଇଜଣ କର୍ମଚାରୀଙ୍କୁ ଗିରଫ କରିଛି। ନୂଆବଜାରରେ ଥିବା ସଂସ୍ଥାର ଅଫିସକୁ ପୋଲିସ୍&zwnj; ସିଲ କରିଛି।</p> <p>ସଂସ୍ଥାର ଏହି ଦୁଇ କର୍ମଚାରୀ ସହରରେ ବୁଲି ବୁଲି ଲୋକଙ୍କୁ ସ୍କ୍ରାଚ କୁପନ ବିକ୍ରି କରୁଥିଲେ। ସ୍କ୍ରାଚ ଉପରେ ଯେଉଁ ଘରକରଣା ଉପହାର ମିଳୁଥିଲା ତାକୁ ଟଙ୍କା ପୈଠ କରି ନେବାକୁ ଲୋକଙ୍କୁ କହୁଥିଲେ। ଏପରି କରି ସେମାନେ ଲୋକଙ୍କୁ ଠକୁଥିବା ଅଭିଯୋଗ ଆସିଥିଲା। ସହଦେବଖୁଣ୍ଟ ଥାନାରେ ଏନେଇ ଅଭିଯୋଗ ହେବା ପରେ ପୋଲିସ୍&zwnj; ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।</p>

Ordigital Desk
  • Published: Sunday, 03 September 2017
  • Updated: 03 September 2017, 06:03 PM IST

Sports

Latest News

<p>ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱରରୁ ପୁଣି ଆସିଛି କୁପନ ଠକେଇ ଅଭିଯୋଗ। ଏହି ଅଭିଯୋଗରେ ନୀଳଗିରି ପୋଲିସ୍&zwnj; ବାଲାଜୀ ଆଡଭାଟାଇଜିଂ ସଂସ୍ଥାର ଦୁଇଜଣ କର୍ମଚାରୀଙ୍କୁ ଗିରଫ କରିଛି। ନୂଆବଜାରରେ ଥିବା ସଂସ୍ଥାର ଅଫିସକୁ ପୋଲିସ୍&zwnj; ସିଲ କରିଛି।</p><p>ସଂସ୍ଥାର ଏହି ଦୁଇ କର୍ମଚାରୀ ସହରରେ ବୁଲି ବୁଲି ଲୋକଙ୍କୁ ସ୍କ୍ରାଚ କୁପନ ବିକ୍ରି କରୁଥିଲେ। ସ୍କ୍ରାଚ ଉପରେ ଯେଉଁ ଘରକରଣା ଉପହାର ମିଳୁଥିଲା ତାକୁ ଟଙ୍କା ପୈଠ କରି ନେବାକୁ ଲୋକଙ୍କୁ କହୁଥିଲେ। ଏପରି କରି ସେମାନେ ଲୋକଙ୍କୁ ଠକୁଥିବା ଅଭିଯୋଗ ଆସିଥିଲା। ସହଦେବଖୁଣ୍ଟ ଥାନାରେ ଏନେଇ ଅଭିଯୋଗ ହେବା ପରେ ପୋଲିସ୍&zwnj; ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos