ଯୋଗ୍ୟତା ଥାଇ ବି କାହିଁକି ଏତେ ସମାଲୋଚିତ ହେଉଛନ୍ତି ସୌମ୍ୟ? ପଢ଼ନ୍ତୁ ଏହି ୭ଟି ପଏଣ୍ଟ

ଭୁବନେଶ୍ୱର (ଅମରେଶ ବିଶ୍ୱାଳ): ‘ସମ୍ବାଦ’ ଖବରକାଗଜର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବେ ରାଜ୍ୟର ସବୁଠାରୁ ଅଧିକ ଚର୍ଚ୍ଚିତ ବ୍ୟକ୍ତି। ବିଜେଡି ପକ୍ଷରୁ ତାଙ୍କୁ ରାଜ୍ୟସଭା ଟିକଟ ମିଳିଛି। ତାଙ୍କ ସହିତ ଆଉ ଦୁଇଜଣ- କିଟ୍ ଓ କିସ୍ ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତ ଓ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ତଥା ପୂର୍ବତନ ମନ୍ତ୍ରୀ ପ୍ରଶାନ୍ତ ନନ୍ଦ। କିନ୍ତୁ ଏମାନଙ୍କ କଥା କେହି ମନେ ବି ପକୋଉ ନାହାଁନ୍ତି। ତେବେ କାହିଁକି ସୌମ୍ୟଙ୍କୁ ନେଇ ଏତେ ଚର୍ଚ୍ଚା? ରାଜ୍ୟସଭା ଟିକଟ […]

Soumya-1

Soumya-1

Ordigital Desk
  • Published: Thursday, 08 March 2018
  • Updated: 08 March 2018, 10:21 PM IST

Sports

Latest News

ଭୁବନେଶ୍ୱର (ଅମରେଶ ବିଶ୍ୱାଳ): ‘ସମ୍ବାଦ’ ଖବରକାଗଜର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବେ ରାଜ୍ୟର ସବୁଠାରୁ ଅଧିକ ଚର୍ଚ୍ଚିତ ବ୍ୟକ୍ତି। ବିଜେଡି ପକ୍ଷରୁ ତାଙ୍କୁ ରାଜ୍ୟସଭା ଟିକଟ ମିଳିଛି। ତାଙ୍କ ସହିତ ଆଉ ଦୁଇଜଣ- କିଟ୍ ଓ କିସ୍ ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତ ଓ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ତଥା ପୂର୍ବତନ ମନ୍ତ୍ରୀ ପ୍ରଶାନ୍ତ ନନ୍ଦ। କିନ୍ତୁ ଏମାନଙ୍କ କଥା କେହି ମନେ ବି ପକୋଉ ନାହାଁନ୍ତି। ତେବେ କାହିଁକି ସୌମ୍ୟଙ୍କୁ ନେଇ ଏତେ ଚର୍ଚ୍ଚା?

ରାଜ୍ୟସଭା ଟିକଟ ପାଇବାକୁ ଯେଉଁସବୁ ବିଧି ରହିଛି, ବୋଧହୁଏ ସୌମ୍ୟରଂଜନ ସେଥିରେ ସବୁଠାରୁ ଫିଟ୍ ବ୍ୟକ୍ତି। ସଂସଦର ଅପର୍ ହାଉସ୍‌କୁ ସମାଜର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ବୁଦ୍ଧିଜୀବୀଙ୍କୁ ପଠାଯାଇଥାଏ। ସୌମ୍ୟରଂଜନ ଜଣେ ବରିଷ୍ଠ ସମ୍ପାଦକ, ବୁଦ୍ଧିଜୀବୀ, ସମାଜସେବୀ ଓ ରାଜନେତା ମଧ୍ୟ। ତାଙ୍କର ଦକ୍ଷତା ଉପରେ କାହାର ପ୍ରଶ୍ନ ନାହିଁ। ଓଡ଼ିଆ ସାମ୍ବାଦିକତାକୁ ସେ ଗୋଟେ ନୂଆ ଦିଶା ଦେଇଛନ୍ତି। ଏ ସବୁ ପରେ ବି ସେ କାହିଁକି ଏବେ ସମାଲୋଚନାର ଶରବ୍ୟ ହେଉଛନ୍ତି?

ସୋସିଆଲ୍ ମିଡିଆରେ ସାଧାରଣ ଜନତା ତାଙ୍କ ବିଷୟରେ ବହୁ ସମାଲୋଚନାମୂଳକ ମନ୍ତବ୍ୟ ଦେଉଛନ୍ତି। କିଏ କହୁଛି, ସମ୍ବାଦ ପଢ଼ିବା ଛାଡ଼ିଦେବେ ତ କିଏ ଲେଖିଛି ସୌମ୍ୟବାବୁ ନିଜ ଆଦର୍ଶକୁ ବିକ୍ରି କରିଦେଲେ। ତାଙ୍କର କିଛି ପୁରୁଣା ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ସେ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ତେବେ ସୌମ୍ୟରଂଜନଙ୍କ ଦୋଷ ରହିଲା କେଉଁଠି? ଆସନ୍ତୁ ଏମିତି କିଛି ପଏଣ୍ଟ ଉପରେ ନଜର ପକାଇବା।

୧. ସୌମ୍ୟରଂଜନ ଜଣେ ଆଦର୍ଶବାଦୀ ଓ ସ୍ପଷ୍ଟବାଦୀ ଚିନ୍ତାଧାରାର ବ୍ୟକ୍ତି ଭାବରେ ଜଣାଶୁଣା। ତେଣୁ ହଠାତ୍ ସେ ବିଜେଡିରେ ମିଶିବା ଓ ସେଇ ଦଳରୁ ରାଜ୍ୟସଭା ଟିକଟ ପାଇବା ଘଟଣାକୁ ଲୋକେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି।

୨. ବିଗତ ଦିନରେ ସୌମ୍ୟରଂଜନ ଅନେକ ସରକାରୀ ବିରୋଧୀ ଆନ୍ଦୋଳନରେ ସାମିଲ୍ ହୋଇ ବିଜେଡି ସରକାର ଓ ନବୀନ ବାବୁଙ୍କୁ କଡା ଭାଷାରେ ସମାଲୋଚନା କରିଥିଲେ। ତେଣୁ ଏବେ ହଠାତ୍ ସ୍ୱର ପରିବର୍ତ୍ତନକୁ କେହି ଗ୍ରହଣ କରିପାରୁ ନାହାଁନ୍ତି।

୩. ସୌମ୍ୟବାବୁ ଜଣେ ମାର୍କାମରା ଭାଷା ଆନ୍ଦୋଳନକାରୀ। ବିଭିନ୍ନ ସମୟରେ ସେ ଓଡ଼ିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେଉନଥିବା ବିଜେଡି ସରକାର ଏବଂ ୧୭ ବର୍ଷ ଧରି ଓଡ଼ିଆ କହିପାରୁ ନଥିବା ନବୀନ ପଟ୍ଟନାୟକଙ୍କୁ ଏକାଧିକ ବାର ସମାଲୋଚନା କରିଛନ୍ତି। ତେଣୁ ହଠାତ୍ ସେଇ ନବୀନଙ୍କ ପାଖରେ ଫଟୋ ହସହସ ମୁହଁରେ ଫଟୋ ଉଠେଇବା ଏବଂ ‘ନବୀନ ବାବୁ ଟିକେ ଟିକେ ଓଡ଼ିଆ କହିଲେଣି’ ବୋଲି କହିବାଟାକୁ ଲୋକେ ଗ୍ରହଣ କରିପାରୁ ନାହାଁନ୍ତି।

୪. ସୌମ୍ୟବାବୁଙ୍କ ସମ୍ପାଦିତ ସମ୍ବାଦ ଖବରକାଗଜ ଏକ ସରକାରୀ ବିରୋଧୀ କାଗଜ ଭାବରେ ଲୋକପ୍ରିୟତା ଅର୍ଜନ କରିଥିଲା। ହଠାତ୍ ସେଇ ଖବରକାଗଜରେ କେବଳ ପାଣିଚିଆ ସଭାସମିତି ଖବର ପ୍ରକାଶ କରିବାଟାକୁ ପାଠକ ଗ୍ରହଣ କରିପାରୁ ନାହାଁନ୍ତି। ଗୋଟେ ସମୟରେ ସେ କହୁଥିଲେ, ରାଜ୍ୟରେ ସମ୍ବାଦ ଖବରକାଗଜ ବିରୋଧୀ ଦଳ ପରି କାମ କରୁଛି। କିନ୍ତୁ ହଠାତ୍ ତାର ସ୍ୱର ପରିବର୍ତ୍ତନକୁ କେହି ଗ୍ରହଣ କରିପାରିଲେ ନାହିଁ।

୫. ଯେଉଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କୁ ସେ ସମାଲୋଚନା କରୁଥିଲେ, ହଠାତ୍ ତାଙ୍କ ସହ ଯାଇ ସଲାସୁତରା କରିବା ଅସୁନ୍ଦର ଦୃଶ୍ୟ ସୃଷ୍ଟି କଲା। ତାଙ୍କ ସହ ଉଠିଥିବା ଫଟୋଟି ବି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା। ଏହା ତାଙ୍କ ଛବିକୁ ମଳିନ କଲା ଏବଂ ଲୋକମାନେ ଅନୁମାନ କରିନେଲେ ଯେ, ସୌମ୍ୟବାବୁ ବିଜେଡି ସହ ସ୍ୱାର୍ଥ ପାଇଁ ସାଲିସ୍ କରିଗଲେ।

୬. ସୌମ୍ୟବାବୁଙ୍କ ଭଳି ଜଣେ ଓଜନଦାର ବ୍ୟକ୍ତି, ରାଜ୍ୟସଭା ଟିକଟଠାରୁ ବହୁତ ଉପରେ। କୌଣସି ଏକ ବଡ଼ ସ୍ୱାର୍ଥ ବଦଳରେ ଏତେ ଛୋଟିଆ ସ୍ୱାର୍ଥ ପାଇଁ ସେ ଏମିତି ନିଜର ଆଦର୍ଶ ସହ ସାଲିସ୍ କରିବାଟାକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି।

୭. ସୌମ୍ୟବାବୁ ଚାଷୀ ଓ ଚିଟ୍‌ଫଣ୍ଡ ବିରୋଧୀ ଆନ୍ଦୋଳନ ସହ ସିଧାସଳଖ ଜଡ଼ିତ ରହି ସରକାରଙ୍କୁ ସମାଲୋଚନା କରୁଥିଲେ। ଲୋକେ ଏବେ ଭାବୁଛନ୍ତି ଯେ, ସୌମ୍ୟବାବୁ ନିଜର ଏହି ରାଜ୍ୟସଭା ସ୍ୱାର୍ଥ ହାସଲ କରିବାକୁ ଯୋଜନାବଦ୍ଧ ଭାବେ ଏ ଦୁଇ ସଂଗଠନକୁ ପାହାଚ ଭାବରେ ବ୍ୟବହାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story