ଶୀତ ପାଇଁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥିତି ଅସମ୍ଭାଳ

ଫୁଲବାଣୀ: ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଶୀତ ଲହରି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। କନ୍ଧମାଳରେ ଅନୁଭୂତ ହେଉଛି ପ୍ରବଳ ଶୀତ। କିଛିଦିନ ହେବ ପ୍ରବଳ ଥଣ୍ଡା ଯୋଗୁଁ ଥରୁଛି ସଦର ମହକୁମା ସହ ପୂରା କନ୍ଧମାଳ ଜିଲ୍ଲା। ହାଡ଼ଭଙ୍ଗା ଶୀତ ଯୋଗୁଁ ଠପ୍‌ ହୋଇଯାଇଛି ଜୀବନଯାତ୍ରା। ପାଖାପାଖି ସପ୍ତାହେ ହେବ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ଡିଗ୍ରୀ ତଳେ ରହୁଛି। ଅପରାହ୍ନ ୪ଟାରୁ ଶୀତ ବଢ଼ି ସକାଳ ୯ଟା ଯାଏଁ ଲାଗି […]

winter-morning

winter-morning

Rakesh Mallick
  • Published: Saturday, 24 December 2016
  • Updated: 24 December 2016, 01:59 PM IST

Sports

Latest News

ଫୁଲବାଣୀ: ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଶୀତ ଲହରି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। କନ୍ଧମାଳରେ ଅନୁଭୂତ ହେଉଛି ପ୍ରବଳ ଶୀତ। କିଛିଦିନ ହେବ ପ୍ରବଳ ଥଣ୍ଡା ଯୋଗୁଁ ଥରୁଛି ସଦର ମହକୁମା ସହ ପୂରା କନ୍ଧମାଳ ଜିଲ୍ଲା।

ହାଡ଼ଭଙ୍ଗା ଶୀତ ଯୋଗୁଁ ଠପ୍‌ ହୋଇଯାଇଛି ଜୀବନଯାତ୍ରା। ପାଖାପାଖି ସପ୍ତାହେ ହେବ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ଡିଗ୍ରୀ ତଳେ ରହୁଛି। ଅପରାହ୍ନ ୪ଟାରୁ ଶୀତ ବଢ଼ି ସକାଳ ୯ଟା ଯାଏଁ ଲାଗି ରହୁଛି। ଜିଲ୍ଲାର ପାହାଡ଼ିଆ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ଥଣ୍ଡାର ପ୍ରଭାବ ରହିଛି।

ଦାରିଙ୍ଗିବାଡ଼ିରେ ମଧ୍ୟ ପାରା ୫ଡିଗ୍ରୀକୁ ଖସି ଆସିଛି। କେବଳ କନ୍ଧମାଳ ନୁହେଁ ରାଜ୍ୟର ଆଭ୍ୟନ୍ତରୀଣ ଓ ପଶ୍ଚିମ ଜିଲ୍ଲାଗୁଡ଼ିକରେ ଲାଗି ରହିଛି ଶୀତ ଲହରି। ତେବେ ଆସନ୍ତା ୨୬ କିମ୍ବା ୨୭ ତାରିଖ ବେଳକୁ ରାଜ୍ୟରେ ହାଲୁକା ବର୍ଷାର ପୂର୍ବନୁମାନ କରିଛି ପାଣିପାଗ ବିଭାଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story