ସ୍ପା’ରେ ଦେହ ବ୍ୟବସାୟ

sex

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ଲକ୍ଷ୍ମୀସାଗର ଏକ ସ୍ପାରେ ଚାଲିଥିଲା ଦେହ ବ୍ୟବସାୟ ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ କମିଶନରେଟ୍‌ ପୋଲିସ ଉକ୍ତ ସ୍ପା’ ରେ ଚଢ଼ାଉ କରି ୩ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଦୁଇ ଗ୍ରାହକଙ୍କୁ ଗିରଫ କରିଛି। ତେବେ କେତେଦିନ ଧରି ଏହି ସ୍ପାରେ ଦେହ ବ୍ୟବସାୟ ଚାଲିଥିଲା, ତାହା ଜଣାପଡ଼ି ନାହିଁ। ପୋଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚଳାଇଛି।

ରାଜଧାନୀ ଭୁବନେଶ୍ୱରରେ ସ୍ପା ଗୁଡ଼ିକ ସୁରକ୍ଷିତ ମନେ ହେଉନାହିଁ। ସେଠାରେ ବିଭିନ୍ନ ଅନୈତିକ କାମ ଚାଲୁଥିବା ଅଭିଯୋଗ ହେଉଛି। ପୋଲିସର ଚଢ଼ାଉ ସତ୍ତ୍ୱେ ଦଲାଲମାନେ ସେମାନଙ୍କ କାୟା ବିସ୍ତାର କରିଚାଲିଛନ୍ତି।

Previous ArticleNext Article

Send this to a friend