ଦେହ ବେପାରୀଙ୍କ 420 ଫର୍ମୁଲା: ଜାଣନ୍ତୁ ଗେଷ୍ଟ ହାଉସ୍‌ରେ କେମିତି ଚାଲୁଥିଲା ଖେଳ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ମାର୍ଟ ସିଟି ଭୁବନେଶ୍ୱରରେ ଦେହ ବେପାରର ନୂଆ ଟ୍ରେଣ୍ଡ। ସେକ୍ସ ବେପାର ଆଳରେ ଗେଷ୍ଟ ହାଉସ୍‌ର ଅଲଗା ଅଲଗା ରୁମ୍‌ରେ ରହୁଥିଲେ ଯୁବତୀ ଓ ଯୁବକ। ଆଉ ସମୟ ସୁବିଧା ଦେଖି ଆଉ ଏକ ରୁମ୍‌ରେ କରୁଥିଲେ ଦେହ ବେପାର। ଆଜି ଏପରି ଘଟଣାର ପର୍ଦ୍ଦାଫାସ କରିଛି ଭୁବନେଶ୍ୱର କମିଶନରେଟ୍‌ ପୋଲିସ। ନୟାପଲ୍ଲୀ ଥାନା ଅଞ୍ଚଳର ଏକ ଗେଷ୍ଟ ହାଉସ୍‌ରେ ଆଜି ଚାଲିଥିଲା ସେକ୍ସ ରାକେଟ୍‌। ଆସିଥିଲେ ବଙ୍ଗୀୟ ଯୁବତୀ। ଉଭୟ ଅଲଗା […]

Sex racket running in a guest house 1

Sex racket running in a guest house 1

Rakesh Mallick
  • Published: Wednesday, 09 May 2018
  • Updated: 09 May 2018, 06:23 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ମାର୍ଟ ସିଟି ଭୁବନେଶ୍ୱରରେ ଦେହ ବେପାରର ନୂଆ ଟ୍ରେଣ୍ଡ। ସେକ୍ସ ବେପାର ଆଳରେ ଗେଷ୍ଟ ହାଉସ୍‌ର ଅଲଗା ଅଲଗା ରୁମ୍‌ରେ ରହୁଥିଲେ ଯୁବତୀ ଓ ଯୁବକ। ଆଉ ସମୟ ସୁବିଧା ଦେଖି ଆଉ ଏକ ରୁମ୍‌ରେ କରୁଥିଲେ ଦେହ ବେପାର। ଆଜି ଏପରି ଘଟଣାର ପର୍ଦ୍ଦାଫାସ କରିଛି ଭୁବନେଶ୍ୱର କମିଶନରେଟ୍‌ ପୋଲିସ।

ନୟାପଲ୍ଲୀ ଥାନା ଅଞ୍ଚଳର ଏକ ଗେଷ୍ଟ ହାଉସ୍‌ରେ ଆଜି ଚାଲିଥିଲା ସେକ୍ସ ରାକେଟ୍‌। ଆସିଥିଲେ ବଙ୍ଗୀୟ ଯୁବତୀ। ଉଭୟ ଅଲଗା ଅଲଗା ରୁମ୍‌ରେ ରହିଥିଲେ। ଏ ସମ୍ପର୍କରେ ପୋଲିସ ଜାଣିପାରି ଗେଷ୍ଟ ହାଉସ୍‌ରେ ଚଢ଼ାଉ କରି ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ୩ ଜଣଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ଗେଷ୍ଟ ହାଉସ୍‌ ମ୍ୟାନେଜରଙ୍କ ସମେତ ୬ ଜଣଙ୍କୁ ପୋଲିସ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story