ହୋଟେଲରେ ଚାଲିଥିଲା ଦେହ ବେପାର

sex

ଝାରସୁଗୁଡ଼ା (ଭାଗିରଥୀ ସାହି): ଝାରସୁଗୁଡ଼ା ବେହେରାମାଲ ସ୍ଥିତ ଏକ ହୋଟେଲରେ ସେକ୍ସ ରାକେଟ୍‌ ଚାଲିଥିଲା। ପୋଲିସ ଚଢ଼ାଉ କରି ଦୁଇ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଛି। ଏହାଛଡ଼ା ଦୁଇ ଯୋଡ଼ି ପ୍ରେମୀ ଯୁଗଳଙ୍କୁ ଅଟକ ରଖିଛି। ସେମାନେ କୁଚିଣ୍ଡା ଅଞ୍ଚଳର ବୋଲତ ଜଣାପଡ଼ିଛି। ଏହି ଘଟଣାରେ ହୋଟେଲ ମାଲିକଙ୍କୁ ପୋଲିସ ଅଟକ ରଖିଛି।

Previous ArticleNext Article

Send this to a friend