ଉଦାହରଣ ସାଜିଲେ ଶମ୍ଭୁ

ଚାନ୍ଦବାଲି (ଓଡ଼ିଶା ରିପୋର୍ଟର): ୮୦ ପ୍ରତିଶ ଦିବ୍ୟାଙ୍ଗ। ଆଶ୍ରାବାଡ଼ି ଧରି ଚାଲୁଛନ୍ତି। କିନ୍ତୁ ତାଙ୍କ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଭିନ୍ନକ୍ଷମତା। ନିଜର ଗୋଡ଼ ହରାଇଥିଲେ ବି ପାଠ ପଢ଼ି ଉଚ୍ଚ ଶିକ୍ଷକ ହୋଇଛନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଏମ୍‌ଫିଲ୍‌ ପାସ୍‌ କରିଛନ୍ତି। ଏବେ ଜଣେ ଗରିବ ଝିଅଙ୍କୁ ବିନା ଯୌତୁକରେ ବିବାହ କରି ଅନ୍ୟ ପାଇଁ ଉଦାହଣ ସୃଷ୍ଟି କରିପାରିଛନ୍ତି। ସେ ହେଉଛନ୍ତି ଶମ୍ଭୁନାଥ ପାତ୍ର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧ୍ରୁବପଲ୍ଲୀପୁର ଗାଁର ଶମ୍ଭୁନାଥ ପାତ୍ର। […]

hata

hata

Rakesh Mallick
  • Published: Sunday, 18 March 2018
  • Updated: 18 March 2018, 06:31 PM IST

Sports

Latest News

ଚାନ୍ଦବାଲି (ଓଡ଼ିଶା ରିପୋର୍ଟର): ୮୦ ପ୍ରତିଶ ଦିବ୍ୟାଙ୍ଗ। ଆଶ୍ରାବାଡ଼ି ଧରି ଚାଲୁଛନ୍ତି। କିନ୍ତୁ ତାଙ୍କ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଭିନ୍ନକ୍ଷମତା। ନିଜର ଗୋଡ଼ ହରାଇଥିଲେ ବି ପାଠ ପଢ଼ି ଉଚ୍ଚ ଶିକ୍ଷକ ହୋଇଛନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଏମ୍‌ଫିଲ୍‌ ପାସ୍‌ କରିଛନ୍ତି। ଏବେ ଜଣେ ଗରିବ ଝିଅଙ୍କୁ ବିନା ଯୌତୁକରେ ବିବାହ କରି ଅନ୍ୟ ପାଇଁ ଉଦାହଣ ସୃଷ୍ଟି କରିପାରିଛନ୍ତି। ସେ ହେଉଛନ୍ତି ଶମ୍ଭୁନାଥ ପାତ୍ର।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧ୍ରୁବପଲ୍ଲୀପୁର ଗାଁର ଶମ୍ଭୁନାଥ ପାତ୍ର। ପିଲା ଦିନେ ଏକ ଦୁର୍ଘଟଣାରେ ଆହତ ହୋଇଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ, ପରବର୍ତ୍ତି ସମୟରେ ନିଜ ଗୋଡ଼ କାଟିବାକୁ ପଡ଼ିଥିଲା। ତା’ପରଠାରୁ ଶମ୍ଭୁ ଆଶ୍ରାବାଡ଼ିରେ ଚାଲୁ ଛନ୍ତି। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ବହୁ କଷ୍ଟରେ ପାଠ ପଢ଼ିଥିଲେ। ନିଜର ଅଧ୍ୟବସାୟ ବଳରେ ୨୦୦୦ ମସିହାରେ ମାଟ୍ରିକ୍‌ ପାସ୍‌ କରିଥିଲେ। କଟକ ରେଭେନ୍ସାରୁ ଏମ୍‌ଫିଲ୍‌ ଓ ସେଣ୍ଟ୍ରାଲ ୟୁନିର୍ଭସିଟିରୁ ଏମ୍‌ଇଡି ପାସ କରି ନିଜ ଅଞ୍ଚଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।  ଏବେ ଜଣେ ଗରିବ ଝିଅକୁ ବାହା ହୋଇ ଅନ୍ୟପାଇଁ ଉଦାହଣ ସୃଷ୍ଟି କରିପାରିଛନ୍ତି। ଶମ୍ଭୁ କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ଗାଁର ଚମ୍ପାବତୀ ମଣ୍ଡଳଙ୍କୁ ବିବାହ କରିଛନ୍ତି। ଏଥିପାଇଁ କୌଣସି ଯୌତୁକ ନେଇନଥିବା ହୋଇଛି। ଶମ୍ଭୁଙ୍କର ଗୋଡ଼ ନଥିବା ଜାଣି ଚମ୍ପାବତୀ ବିବାହ କରିଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story