ଜୁନ୍‌ରେ ସାତକୋଶିଆକୁ ଆସିବ ମହାବଳ ବାଘ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଜୁନ୍&zwnj; ମାସରେ ମଧ୍ୟପ୍ରଦେଶରୁ ସାତକୋଶିଆ ଜଙ୍ଗଲକୁ ଆସିବ ବାଘ। ମୋଟ ୬ଟି ମହାବଳ ବାଘକୁ ମଧ୍ୟପ୍ରଦେଶରୁ ଅଣାଯିବ। ତେବେ ଜୁନ୍ ପ୍ରଥମ ସପ୍ତାହରେ ଗୋଟିଏ ମହାବଳ ବାଘ ଅଣାଯିବ। ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମେ ଆଉ ୫ଟି ମହାବଳ ବାଘ ଅଣାଯିବ ବୋଲି ଜଙ୍ଗଲ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି।</p> <p>ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏହି ସୂଚନା ଦେଇଛନ୍ତି। ଏଥିସହ ଗ୍ରୀନ ମହାନଦୀ ଯୋଜନାରେ ମହାନଦୀର ଉଭୟ ପାର୍ଶ୍ୱରେ ଗଛ ଲାଗିବ। ୨୦୦ କିଲୋମିଟର ଅଞ୍ଚଳରେ ଗଛ ଲଗାଯିବାକୁ ବିଭାଗ ଯୋଜନା କରୁଥିବା ମନ୍ତ୍ରୀ କହିଛନ୍ତି।</p>

Ordigital Desk
  • Published: Tuesday, 15 May 2018
  • Updated: 15 May 2018, 07:54 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଜୁନ୍&zwnj; ମାସରେ ମଧ୍ୟପ୍ରଦେଶରୁ ସାତକୋଶିଆ ଜଙ୍ଗଲକୁ ଆସିବ ବାଘ। ମୋଟ ୬ଟି ମହାବଳ ବାଘକୁ ମଧ୍ୟପ୍ରଦେଶରୁ ଅଣାଯିବ। ତେବେ ଜୁନ୍ ପ୍ରଥମ ସପ୍ତାହରେ ଗୋଟିଏ ମହାବଳ ବାଘ ଅଣାଯିବ। ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମେ ଆଉ ୫ଟି ମହାବଳ ବାଘ ଅଣାଯିବ ବୋଲି ଜଙ୍ଗଲ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି।</p><p>ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏହି ସୂଚନା ଦେଇଛନ୍ତି। ଏଥିସହ ଗ୍ରୀନ ମହାନଦୀ ଯୋଜନାରେ ମହାନଦୀର ଉଭୟ ପାର୍ଶ୍ୱରେ ଗଛ ଲାଗିବ। ୨୦୦ କିଲୋମିଟର ଅଞ୍ଚଳରେ ଗଛ ଲଗାଯିବାକୁ ବିଭାଗ ଯୋଜନା କରୁଥିବା ମନ୍ତ୍ରୀ କହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos