ଝୁଣ୍ଟି ପଡ଼ିଲେ ସ୍ମୃତି ଇରାନୀ, ଦେଖନ୍ତୁ ଭିଡିଓ

<p>ଭୁବନେଶ୍ୱର,(ଓଡ଼ିଶାରିପୋର୍ଟର): ଆସୁ ଆସୁ ଝୁଣ୍ଟିଲେ ସ୍ମୃତି ଇରାନୀ। ଆଜି ବିଜେପୁର ଉପନିର୍ବାଚନ ପ୍ରଚାର ଲାଗି କେନ୍ଦ୍ର ସୂଚନା ପ୍ରସାରଣ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ଆସିଥିବା ବେଳେ&nbsp; ଗାଈସିଲାଟରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେ ଝୁଣ୍ଟିପଡ଼ିବା ପରେ ସେ ସଙ୍ଗେ ସଙ୍ଗେ ଉଠିପଡ଼ିଥିଲେ। ହେଲେ ସେମିତି କୌଣସି ଗୁରତର ଆଘାତ ଲାଗିନି। ଆଜି ବିଜେପୁର ଉପନିର୍ବାଚନ ପ୍ରଚାର ଲାଗି ବିଜେଡିରୁ ଷ୍ଟାର କ୍ୟାମ୍ପେନର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଥିବା ବେଳେ ତାଙ୍କୁ ଟକ୍କର ଦେବା ଲାଗି ବିଜେପି ପକ୍ଷରୁ ସ୍ମୃତି ଇରାନୀ ଆସିଥିଲେ।&nbsp; ଉଭୟ ନେତାଙ୍କୁ ଦେଖିବା ପାଇଁ ବିଜେପୁରବାସୀଙ୍କ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଥିଲା ବେଳେ ଅଭିନେତ୍ରୀରୁ ନେତ୍ରୀ ହୋଇଥିବା ସ୍ମୃତିଙ୍କୁ&nbsp; ଦେଖିବାକୁ ମଧ୍ୟ&nbsp; ଗହଳି ଜମିଥିଲା। ଆଜି ସ୍ମୃତି ଇରାନୀ ହେଲିକପ୍ଟର ଗାଇସିଲାଟରେ ଅବତରଣ କରିଥିଲା। ସେଠାରେ ସଭା ପାଇଁ ଆୟୋଜିତ ହୋଇଥିବା ମଞ୍ଚକୁ ଉଠିବା ସମୟରେ ସ୍ମୃତି ସାମାନ୍ୟ ଝୁଣ୍ଟିପଡ଼ିଥିଲେ। ସେହିପରି ସ୍ମୃତି ଭାଷଣ ଦେଉ ଦେଉ ମଝିରେ ତାଙ୍କର ଗୋଟିଏ ସେଟ୍&zwnj; ମାଇକ୍&zwnj; ମଧ୍ୟ ବନ୍ଦ ହୋଇଯାଇଥିଲା।</p>

Ordigital Desk
  • Published: Tuesday, 20 February 2018
  • Updated: 20 February 2018, 05:56 PM IST

Sports

Latest News

<p>ଭୁବନେଶ୍ୱର,(ଓଡ଼ିଶାରିପୋର୍ଟର): ଆସୁ ଆସୁ ଝୁଣ୍ଟିଲେ ସ୍ମୃତି ଇରାନୀ। ଆଜି ବିଜେପୁର ଉପନିର୍ବାଚନ ପ୍ରଚାର ଲାଗି କେନ୍ଦ୍ର ସୂଚନା ପ୍ରସାରଣ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ଆସିଥିବା ବେଳେ&nbsp; ଗାଈସିଲାଟରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେ ଝୁଣ୍ଟିପଡ଼ିବା ପରେ ସେ ସଙ୍ଗେ ସଙ୍ଗେ ଉଠିପଡ଼ିଥିଲେ। ହେଲେ ସେମିତି କୌଣସି ଗୁରତର ଆଘାତ ଲାଗିନି। ଆଜି ବିଜେପୁର ଉପନିର୍ବାଚନ ପ୍ରଚାର ଲାଗି ବିଜେଡିରୁ ଷ୍ଟାର କ୍ୟାମ୍ପେନର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଥିବା ବେଳେ ତାଙ୍କୁ ଟକ୍କର ଦେବା ଲାଗି ବିଜେପି ପକ୍ଷରୁ ସ୍ମୃତି ଇରାନୀ ଆସିଥିଲେ।&nbsp; ଉଭୟ ନେତାଙ୍କୁ ଦେଖିବା ପାଇଁ ବିଜେପୁରବାସୀଙ୍କ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଥିଲା ବେଳେ ଅଭିନେତ୍ରୀରୁ ନେତ୍ରୀ ହୋଇଥିବା ସ୍ମୃତିଙ୍କୁ&nbsp; ଦେଖିବାକୁ ମଧ୍ୟ&nbsp; ଗହଳି ଜମିଥିଲା। ଆଜି ସ୍ମୃତି ଇରାନୀ ହେଲିକପ୍ଟର ଗାଇସିଲାଟରେ ଅବତରଣ କରିଥିଲା। ସେଠାରେ ସଭା ପାଇଁ ଆୟୋଜିତ ହୋଇଥିବା ମଞ୍ଚକୁ ଉଠିବା ସମୟରେ ସ୍ମୃତି ସାମାନ୍ୟ ଝୁଣ୍ଟିପଡ଼ିଥିଲେ। ସେହିପରି ସ୍ମୃତି ଭାଷଣ ଦେଉ ଦେଉ ମଝିରେ ତାଙ୍କର ଗୋଟିଏ ସେଟ୍&zwnj; ମାଇକ୍&zwnj; ମଧ୍ୟ ବନ୍ଦ ହୋଇଯାଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos