ନକ୍ସଲ ଅପରେସନ୍ ସମୟରେ ଯବାନଙ୍କୁ ସାପ କାମୁଡ଼ି ଦେଲା

ମାଲକାନଗିରି (ଜିତେନ୍ଦ୍ର ବେଉରା):  ନକ୍ସଲ ଦମନରେ ଲାଗିଥିବା ଯବାନଙ୍କ ପାଇଁ ନୂଆ ସମସ୍ୟା। ବର୍ଷା ଦିନରେ ନକ୍ସଲଙ୍କ  ଅପେକ୍ଷା ଯବାନ ମାନଙ୍କୁ ବିଷାକ୍ତ ସାପ ଭୟ ଘାରିଛି। କାରଣ ବଣ ଜଙ୍ଗଲରେ ବୁଲୁଥିବା ବେଳେ ବିଷାକ୍ତ ସାପ କାମୁଡ଼ାର ଶିକାର ହେବାର ଆଶଙ୍କା ରହୁଛି। ଗତକାଲି ଛତିଶଗଡ଼ର ସୁକୁମା ଅଞ୍ଚଳରେ ଜଣେ ଯବାନ,  ନକ୍ସଲ ଦମନ ଅପରେସନ୍‌ରେ ଯାଇଥିବା ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ସଂପୃକ୍ତ ଯବାନଙ୍କ ନାଁ ଆଶିଷ ସିଂହ। ଗୁରୁତର […]

snake1

snake1

Rakesh Mallick
  • Published: Monday, 23 July 2018
  • Updated: 23 July 2018, 02:19 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା):  ନକ୍ସଲ ଦମନରେ ଲାଗିଥିବା ଯବାନଙ୍କ ପାଇଁ ନୂଆ ସମସ୍ୟା। ବର୍ଷା ଦିନରେ ନକ୍ସଲଙ୍କ  ଅପେକ୍ଷା ଯବାନ ମାନଙ୍କୁ ବିଷାକ୍ତ ସାପ ଭୟ ଘାରିଛି। କାରଣ ବଣ ଜଙ୍ଗଲରେ ବୁଲୁଥିବା ବେଳେ ବିଷାକ୍ତ ସାପ କାମୁଡ଼ାର ଶିକାର ହେବାର ଆଶଙ୍କା ରହୁଛି।

ଗତକାଲି ଛତିଶଗଡ଼ର ସୁକୁମା ଅଞ୍ଚଳରେ ଜଣେ ଯବାନ,  ନକ୍ସଲ ଦମନ ଅପରେସନ୍‌ରେ ଯାଇଥିବା ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ସଂପୃକ୍ତ ଯବାନଙ୍କ ନାଁ ଆଶିଷ ସିଂହ। ଗୁରୁତର ଅବସ୍ଥାରେ ଆଶିଷଙ୍କୁ ସୁକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏହି ଘଟଣା ପରେ ଯବାନଙ୍କ ଭିତରେ ସାପ ଭୟ ଲାଗି ରହିଛି। ବଣ ଜଙ୍ଗଲରେ ଅପରେସନ୍ କରୁଥିବା ବେଳେ କେମିତି ବିଷାକ୍ତ ସାପଙ୍କ କବଳରୁ ନିଜକୁ ରକ୍ଷା କରିବେ, ଏଥିପାଇଁ ସେମାନଙ୍କ ପାଖରେ କିଛି ପ୍ରତିଷେଧକ ବ୍ୟବସ୍ଥା ଅଛି କି ନାହିଁ ସେ ନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story