ଚାରି କାନ୍ଧ ଦେବ ବିଙ୍ଗ୍ ହ୍ୟୁମାନ୍

ଓଡ଼ିଶା ରିପୋର୍ଟର(ଘଟେଶ୍ୱର ମିଶ୍ର): କେତେବେଳେ ସାମାଜିକ ବାସନ୍ଦ ଯୋଗୁଁ ତ ପୁଣି କେତେବେଳେ ସ୍ୱଜନ ପରିଜନଙ୍କ ଅଭାବ ଯୋଗୁଁ ପରିତ୍ୟକ୍ତ ହୁଏ ଶବ।  ଶବକୁ ସତ୍କାର କରିବା ପାଇଁ କାନ୍ଧିଟିଏ ମିଳେନାହିଁ। ଏପରି ଅନେକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଳାରେ। ଏଭଳି ଘଟଣା ନଘଟିବା ପାଇଁ ଏବେ ଅଭିନବ ପ୍ରୟାସ ଆରମ୍ଭ କରିଛି ‘ବିଙ୍ଗ୍ ହ୍ୟୁମାନ୍ ସଂଗଠନ’। ଅଜଣା, ଅସହାୟ ଶବକୁ ସମ୍ମାନର ସହିତ ସତ୍କାର କରିବା ପାଇଁ ‘ହେଲ୍ପ ଅନ୍ କଲ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। […]

body copy

body copy

Rakesh Mallick
  • Published: Sunday, 06 May 2018
  • Updated: 06 May 2018, 02:16 PM IST

Sports

Latest News

ଓଡ଼ିଶା ରିପୋର୍ଟର(ଘଟେଶ୍ୱର ମିଶ୍ର): କେତେବେଳେ ସାମାଜିକ ବାସନ୍ଦ ଯୋଗୁଁ ତ ପୁଣି କେତେବେଳେ ସ୍ୱଜନ ପରିଜନଙ୍କ ଅଭାବ ଯୋଗୁଁ ପରିତ୍ୟକ୍ତ ହୁଏ ଶବ।  ଶବକୁ ସତ୍କାର କରିବା ପାଇଁ କାନ୍ଧିଟିଏ ମିଳେନାହିଁ। ଏପରି ଅନେକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଳାରେ। ଏଭଳି ଘଟଣା ନଘଟିବା ପାଇଁ ଏବେ ଅଭିନବ ପ୍ରୟାସ ଆରମ୍ଭ କରିଛି ‘ବିଙ୍ଗ୍ ହ୍ୟୁମାନ୍ ସଂଗଠନ’। ଅଜଣା, ଅସହାୟ ଶବକୁ ସମ୍ମାନର ସହିତ ସତ୍କାର କରିବା ପାଇଁ ‘ହେଲ୍ପ ଅନ୍ କଲ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏଥିପାଇଁ ୮ ଟି ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି।

କୌଣସି ଜାଗାରେ ଯଦି ପରିତ୍ୟକ୍ତ ଶବ ଠାବ ହୁଏ, କିମ୍ବା କୌଣସି ଜାଗାରେ ଲୋକେ ଶବକୁ କୌଣସି କାରଣରୁ ସଂସ୍କାର କରିବା ପାଇଁ ବାହାରୁ ନାହାନ୍ତି, ତେବେ ଏହି ହେଲ୍ପ ଲାଇନ୍ ନମ୍ବରରେ ଖବର ଦେଲେ, ସଂଗେ ସଂଗେ ବିଙ୍ଗ୍ ହ୍ୟୁମାନ୍ ସଂଗଠନର କର୍ମକର୍ତ୍ତା ପହଞ୍ଚି ଶବଟିକୁ ସମ୍ମାନର ସହିତ ସଂସ୍କାର କରିବେ। ହେଲ୍ପ ଲାଇନ୍ ନମ୍ବରକୁ ପ୍ରଚାର ପତ୍ର ମାଧ୍ୟମରେ ଜିଲ୍ଳାର ପ୍ରତେକ ପଞ୍ଚାୟତ ଏବଂ ଗାଁକୁ ପହଞ୍ଚାଇବା ପାଇଁ ଯୋଜନା କରାଯାଇଛି। ‘ବିଙ୍ଗ୍ ହ୍ୟୁମାନ ସଂଗଠନ’ର ଏହି ଶୁଭାରମ୍ଭ କାର୍ଯ୍ୟାକ୍ରମରେ ଜିଲ୍ଳାମୁଖ୍ୟ ଚିକିତ୍ସା ଅଧିକାରୀ ଯୋଗଦେଇ, କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଆଗକୁ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଅନ୍ୟପଟେ ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ସହରର ବୁଦ୍ଧିଜୀବୀ ଓ ସାମାଜିକ କର୍ମକର୍ତ୍ତା

ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ଓଟିଭିରେ ବଲାଙ୍ଗିର ଜିଲ୍ଳା ଗୁଡ଼ଭେଲା ବ୍ଳକ ମାଢ଼େକେଲା ଗାଁର ଏକ ହୃଦୟ ବିଦାରକ ଖବର ପ୍ରସାରଣ କରାଯାଇଥିଲା। ସାମାଜିକ କଟକଣା ଯୋଗୁଁ ଜଣେ ଯୁବକର ଶବକୁ କାନ୍ଧ ଦେବା ପାଇଁ ଚାରିଲୋକ ମିଲିଲେ ନାହିଁ। ଫଳରେ ଦୁଇ ଭାଇ ଭାରରେ ଶବକୁ ବୋହି ନେଇ ଶବ ସଂସ୍କାର କରିଥିଲେ। ଏହି ଖବର ଦେଖିବା ପରେ ‘ବିଙ୍ଗ୍ ହ୍ୟୁମାନ ସଂଗଠନ’ର କମକର୍ତ୍ତାଙ୍କ ମନକୁ ଆନ୍ଦୋଳିତ କରିଥିଲା।  ସେମାନେ ନିଷ୍ପତ୍ତି ନେଲେ ଯେ, ଆଉ କାହାରି ଶବକୁ ଏଭଳି ଅବସ୍ଥାରେ ଛଡ଼ାଯିବ ନାହିଁ।  ସମ୍ମାନର ସହିତ କାନ୍ଧ ଦେଇ ଦାହ ସଂସ୍କାର କରାଯିବ।

ବିଙ୍ଗ୍ ହ୍ୟମାନ୍ ସଂଗଠନର ଏଭଳି ପ୍ରୟାସକୁ ସହରର ପ୍ରାୟ ୫୦ ଟି ସଂଗଠନର କମକର୍ତ୍ତା ସମର୍ଥନ କରିବା ସହ ସହାୟତାର ହାତ ବଢ଼ାଇଛନ୍ତି। ଆପଣ ମାନେ ମଧ୍ୟ ଜିଲ୍ଳାର କୌଣସି ସ୍ଥାନରେ ଏହି ଭଳି ଶବ ସଂର୍ପକରେ ଖବର ପାଇଲେ ନିମ୍ନୋକ୍ତ ହେଲପ ଲାଇନ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ଅନୁରୋଧ କରିଛି ବିଙ୍ଗ୍ ହ୍ୟୁମାନ୍ ସଂଗଠନ। (୭୬୦୬୯୯୩୯୯୦, ୮୯୦୮୨୦୮୬୯୬, ୮୦୯୩୯୭୯୭୩୫, ୯୪୩୭୫୫୯୪୪୫, ୯୮୬୧୬୧୮୩୩୧, ୯୮୫୩୮୨୫୭୧୮)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story