ପଢ଼ନ୍ତୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜୀବନୀ ଓ କ୍ୟାରିଅର ବିଷୟରେ କିଛି କଥା, ଜାଣନ୍ତୁ ଆଗରୁ କେତେ ଦଳ ଛାଡ଼ିଛନ୍ତି

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ରାଜ୍ୟସଭା ପାଇଁ ଓଡ଼ିଶାରୁ ଖାଲି ହେଉଥିବା ୩ଟି ଆସନ ପାଇଁ ଆଜି ବିଜେଡି ପକ୍ଷରୁ  ୩ ଜଣଙ୍କ ନାଁ ଘୋଷଣା କରାଯାଇଛି। ଏହି ୩ ଜଣଙ୍କ ମଧ୍ୟରେ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଏବଂ ପ୍ରଶାନ୍ତ ନନ୍ଦଙ୍କ ନାମ ଘୋଷଣା କରାଯାଇଛି। ତେବେ ଏମାନଙ୍କ ମଧ୍ୟରୁ ସବୁଠୁ ଚର୍ଚ୍ଚିତ ବ୍ୟକ୍ତି ହେଉଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ। କାରଣ ସେ ଏକାଧାରରେ ଜଣେ ଲେଖକ, ଖବର କାଗଜ ସମ୍ପାଦକ ଏବଂ ରାଜନୈତିକ ବ୍ୟକ୍ତିତ୍ୱ।  ତେବେ […]

123183436514947467011295081317

123183436514947467011295081317

Rakesh Mallick
  • Published: Wednesday, 07 March 2018
  • Updated: 07 March 2018, 09:44 PM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ରାଜ୍ୟସଭା ପାଇଁ ଓଡ଼ିଶାରୁ ଖାଲି ହେଉଥିବା ୩ଟି ଆସନ ପାଇଁ ଆଜି ବିଜେଡି ପକ୍ଷରୁ  ୩ ଜଣଙ୍କ ନାଁ ଘୋଷଣା କରାଯାଇଛି। ଏହି ୩ ଜଣଙ୍କ ମଧ୍ୟରେ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଏବଂ ପ୍ରଶାନ୍ତ ନନ୍ଦଙ୍କ ନାମ ଘୋଷଣା କରାଯାଇଛି। ତେବେ ଏମାନଙ୍କ ମଧ୍ୟରୁ ସବୁଠୁ ଚର୍ଚ୍ଚିତ ବ୍ୟକ୍ତି ହେଉଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ। କାରଣ ସେ ଏକାଧାରରେ ଜଣେ ଲେଖକ, ଖବର କାଗଜ ସମ୍ପାଦକ ଏବଂ ରାଜନୈତିକ ବ୍ୟକ୍ତିତ୍ୱ।  ତେବେ ଆସନ୍ତୁ ଜାଣିବା ସୌମ୍ୟଙ୍କ ସମ୍ପର୍କରେ କିଛି ବ୍ୟକ୍ତିଗତ ଓ ରାଜନୈତିକ କ୍ୟାରିଅର କଥା। ଉଇକିପିଡିଆ ତଥ୍ୟ ଅନୁଯାୟୀ ୧୯୫୨ ଅଗଷ୍ଟ ୧୮ରେ ଜନ୍ମଗ୍ରହଣ କରିଥିଲେ  ସୌମ୍ୟ ପଟ୍ଟନାୟକ। କେନ୍ଦୁଝରର ଆନନ୍ଦପୁରରେ ତାଙ୍କ ପୈତୃକ ଘର ହୋଇଥିବା ବେଳେ ସେ ବିଭନ୍ନ ସମୟରେ ବିଭିନ୍ନ ସ୍ଥାନରେ ରହିଛନ୍ତି। ଏବେ ସେ ଭୁବନେଶ୍ୱରରେ ସ୍ଥାୟୀଭାବେ ଅବସ୍ଥାପିତ।  ତାଙ୍କ ସ୍ତ୍ରୀଙ୍କ ନାଁ ସୁଦାତା ପଟ୍ଟନାୟକ ଏବଂ ଦୁଇ ଝିଅ ତଲିନା ପଟ୍ଟନାୟକ ଏବଂ  ତନୟା ପଟ୍ଟନାୟକ ।

୧୯୬୭ରେ ରାଉରକେଲା ଇସ୍ପାତ ସେକ୍ଟର-୧୮ ହାଇସ୍କୁଲରୁ ମାଧ୍ୟମିକ ଶିକ୍ଷା ଶେଷ କରିଛନ୍ତି।  ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ହାସଲ କରିବା ପରେ ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାର୍ବଜନିକ ପ୍ରଶାସନରେ ସ୍ନାତକୋତ୍ତର ଉପାଧି ଲାଭ କରିଥିଲେ । ପରେ  ସେ ଲଣ୍ଡନ ସ୍କୁଲ ଅଫ ଇକୋନମିକ୍ସ ଓ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଥିଲେ । ପ୍ରଥମେ ସେ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟରେ ଜଣେ ପ୍ରଫେସର ଭାବେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ। ପରେ ଚାକିରି ଛାଡ଼ି ଖବରକାଗଜ ପ୍ରତିଷ୍ଠା କରିଥିଲେ।  ସେଥିରେ ମଧ୍ୟ ସଫଳତା ପାଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜ୍ୱାଇଁ ହେବାର ସୌଭାଗ୍ୟ ଅର୍ଜନ କରିବା ସହ ରାଜନୀତିରେ ପାଦ ଥାପିଥିଲେ ସୌମ୍ୟ ପଟ୍ଟନାୟକ।

୧୯୯୬ରେ ସୌମ୍ୟରଞ୍ଜନ ପଟ୍ଟନାୟକ ଭୁବନେଶ୍ୱର ଲୋକ ସଭା ନିର୍ବାଚନମଣ୍ଡଳୀରୁ  କଂଗ୍ରେସ ପ୍ରାର୍ଥୀ ଭାବରେ ପ୍ରତିଦ୍ଵନ୍ଦିତା କରି ବିଜୟୀ ହୋଇଥିଲେ। ୧୯୯୮ ସାଧାରଣ ନିର୍ବାଚନରେ ପୁନର୍ବାର ପ୍ରତିଦ୍ଵନ୍ଦିତା କରିଥିଲେ ମଧ୍ୟ ସଫଳତା ପାଇ ନ ଥିଲେ। ପରେ ସେ ବିଜେପି, ଏନସିପି ଏବଂ ପୁନର୍ବାର କଂଗ୍ରେସ ଦଳରେ ସାମିଲ ହୋଇଥିଲେ ମଧ୍ୟ ଦଳ ବିରୋଧୀ ପାଇଁ କଂଗ୍ରେସ ପକ୍ଷରୁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। ପରେ ସେ ଆମ ଓଡ଼ିଶା ପାର୍ଟି ନାମରେ ଏକ ଦଳ ଗଠନ କରି ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରୁ ୨୦୧୪ ନିର୍ବାଚନ ପ୍ରତିଦ୍ୱନ୍ଦିତା କରିଥିଲେ ମଧ୍ୟ ସେ ନିକଟତମ ବିଜେଡି ପ୍ରାର୍ଥୀ ଅନୁଭବ ପଟ୍ଟନାୟକଙ୍କଠାରୁ ହାରି ଯାଇଥିଲେ।

ଖାଲି ସାହିତ୍ୟ କି ସମ୍ବାଦପତ୍ର ନୁହଁ ଗଣମାଧ୍ୟମ, ଯାତ୍ରା, ଚଳଚ୍ଚିତ୍ର  ଓ ଶିକ୍ଷା ଜଗତ ସହ ଜଡ଼ିତ ଅଛନ୍ତି ସୌମ୍ୟ ପଟ୍ଟନାୟକ।  ଆଜି ସେ ନିଜ ଦଳକୁ ବିଜେଡିରେ ବୀଲିନ କରିଦେଇ ନିଜେ ଉକ୍ତ ଦଳରେ ସାମିଲ ହୋଇଛନ୍ତି। ୨୦୧୪ ନିର୍ବାଚନରେ ସେ ନିର୍ବାଚନ କମିଶନଠାରେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ, ତାଙ୍କ ସମ୍ପତିର ମୂଲ୍ୟ ୧୫ କୋଟି ଟଙ୍କା ଥିବାର ତଥ୍ୟ ୱେବସାଇଟ୍‌ରେ ଉପଲବ୍ଧ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story