ଟଙ୍କା ପାଇଁ ମାଆ ମୁଣ୍ଡକୁ ପଥରରେ ଛେଚି ଦେଲା ପୁଅ

ଝାରସୁଗୁଡା (ଓଡ଼ିଶା ରିପୋର୍ଟର): ଟଙ୍କା ପାଇଁ ମାଆକୁ ହତ୍ୟା। ଏଭଳି ସଂଗୀନ ଅଭିଯୋଗ ଆସିଛି ଝାରସୁଗୁଡ଼ା ସହରରୁ। ମୃତକ ହେଲେ ମୁଙ୍ଗା ପଡ଼ାର ଉଷା ରାଉତ (୫୦)। ଅଭିଯୋଗ ଅନୁଯାଇ, ଆଜି ସ୍ଥାନୀୟ ମନମୋହନ ସ୍କୁଲ ପଛ ପଟେ ଏକ ପରିତ୍ୟକ୍ତ ସ୍ଥାନରୁ ଉଷାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ପ୍ରାଥମିକ ତଦନ୍ତରୁ ମୁଙ୍ଗାପଡ଼ାରେ ଜରି ଗୋଟାଳି ଭାବେ କାର୍ଯ୍ୟ କରୁଥିବା ଉଷାଙ୍କ ସହ ଟଙ୍କା ପାଇଁ ତାଙ୍କ ପୁଅ ଓ ବୋହୁ ପୂର୍ବରୁ ବିଭିନ୍ନ ସମୟରେ […]

jsd

jsd

Rakesh Mallick
  • Published: Wednesday, 04 April 2018
  • Updated: 04 April 2018, 08:25 PM IST

Sports

Latest News

ଝାରସୁଗୁଡା (ଓଡ଼ିଶା ରିପୋର୍ଟର): ଟଙ୍କା ପାଇଁ ମାଆକୁ ହତ୍ୟା। ଏଭଳି ସଂଗୀନ ଅଭିଯୋଗ ଆସିଛି ଝାରସୁଗୁଡ଼ା ସହରରୁ। ମୃତକ ହେଲେ ମୁଙ୍ଗା ପଡ଼ାର ଉଷା ରାଉତ (୫୦)।

ଅଭିଯୋଗ ଅନୁଯାଇ, ଆଜି ସ୍ଥାନୀୟ ମନମୋହନ ସ୍କୁଲ ପଛ ପଟେ ଏକ ପରିତ୍ୟକ୍ତ ସ୍ଥାନରୁ ଉଷାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ପ୍ରାଥମିକ ତଦନ୍ତରୁ ମୁଙ୍ଗାପଡ଼ାରେ ଜରି ଗୋଟାଳି ଭାବେ କାର୍ଯ୍ୟ କରୁଥିବା ଉଷାଙ୍କ ସହ ଟଙ୍କା ପାଇଁ ତାଙ୍କ ପୁଅ ଓ ବୋହୁ ପୂର୍ବରୁ ବିଭିନ୍ନ ସମୟରେ ଝଗଡ଼ା କରୁଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି। ଗତରାତିରେ ପୁଅ ମିଟୁ,  ସହ ମିଶି ଉଷାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥାଇପାରେ ବୋଲି ପୋଲିସ ଅନୁମାନ କରୁଛି। ସନ୍ଧାନୀ କୁକୁର ସହ ଏସ୍‌ଡିପିଓ ଏବଂ ଆଇଆଇସି ଘଟଣାସ୍ଥଳରେ ତଦନ୍ତ କରିବା ସହ ମିଟୁ ଓ ତାଙ୍କ ପତ୍ନୀଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story