ତାଳସଜ ବିକିବାକୁ ନିଇତି ଆସନ୍ତି ୩୦ କିଲୋମିଟର

ବଲାଙ୍ଗିର(ସସ୍ମିତା ସାହୁ): ସାରା ଓଡିଶାରେ ରେକର୍ଡ କରୁଛି ବଲାଙ୍ଗିର ସହରର ତାତି । ପାରଦ ପହଞ୍ଚିଲାଣି ୪୪ ଡିଗ୍ରୀରେ । ପ୍ରବଳ ତାତି ଯୋଗୁଁ ଅସ୍ତବ୍ୟସ୍ତ ହେଉଛି ସହରି ଜୀବନ । ଖରାତାତି ଯୋଗୁଁ ଲୋକେ ଘରୁ ବାହାରକୁ ଗୋଡ କାଢିବାକୁ ଭୟ କରୁଛନ୍ତି । ଏମିତି ସ୍ଥିତିରେ ରୋହିଣୀ ନାନା ନିଇତି ୩୦ କିଲୋମିଟର ଯାଆସ କରୁଛନ୍ତି। କି ଖରା କି ତାତି, କାହାରିକୁ ଖାତିର ନ କରି ତାଳସଜ ବିକିବାକୁ ସେ ଚାଲିଚାଲି ଗାଁରୁ […]

tala

tala

Rakesh Mallick
  • Published: Saturday, 19 May 2018
  • Updated: 19 May 2018, 10:48 PM IST

Sports

Latest News

ବଲାଙ୍ଗିର(ସସ୍ମିତା ସାହୁ): ସାରା ଓଡିଶାରେ ରେକର୍ଡ କରୁଛି ବଲାଙ୍ଗିର ସହରର ତାତି । ପାରଦ ପହଞ୍ଚିଲାଣି ୪୪ ଡିଗ୍ରୀରେ । ପ୍ରବଳ ତାତି ଯୋଗୁଁ ଅସ୍ତବ୍ୟସ୍ତ ହେଉଛି ସହରି ଜୀବନ । ଖରାତାତି ଯୋଗୁଁ ଲୋକେ ଘରୁ ବାହାରକୁ ଗୋଡ କାଢିବାକୁ ଭୟ କରୁଛନ୍ତି । ଏମିତି ସ୍ଥିତିରେ ରୋହିଣୀ ନାନା ନିଇତି ୩୦ କିଲୋମିଟର ଯାଆସ କରୁଛନ୍ତି। କି ଖରା କି ତାତି, କାହାରିକୁ ଖାତିର ନ କରି ତାଳସଜ ବିକିବାକୁ ସେ ଚାଲିଚାଲି ଗାଁରୁ ଆସେ ବଲାଙ୍ଗିର। ଜିଲାପାଳଙ୍କ କାର୍ଯ୍ୟାଳୟ ପାଖରେ ପସରା ମେଲି ବସିଥାଏ ସକାଳୁ ସଞ୍ଜଯାଏଁ।

ପୁରା ନାଁ ରୋହିଣୀ ସୁନାନୀ । ବୟସ ପ୍ରାୟ ୭୦ ବର୍ଷ । ଗାଁ ଜିରାଟମାଳ । ଖରାକୁ ଖାତିର ନ କରି ପ୍ରତେକ ଦିନ ଦୁଇ ପଇସା ରୋଜଗାର କରିବା ପାଇଁ ଜିରାଟମାଳ ଗାଁରୁ ୩୦ କିଲୋମିଟର ଦୂର ବଲାଙ୍ଗିର ସହରକୁ  ଧାଇଁ ଆସନ୍ତି ରୋହିଣୀ । ସ୍ୱାମୀ ତାଳଗଛରୁ ତାଳ ଆଣି ସେଥିରୁ ତାଳସଜ ପ୍ରସ୍ତୁତି କରନ୍ତି । ତା ପରେ ବସ୍‌ରେ ରୋହିଣୀ ବଲାଙ୍ଗିରକୁ ସକାଳ ୭ ଟାରୁ ଆସନ୍ତି ବିକ୍ରି କରିବା ପାଇଁ । ଦିନକୁ ତିନି ଶହରୁ ଚାରି ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୁଏ । ଖରା ମାସରେ ସହର ଭିତରେ ଆଖୁ ରସ, ତରଭୂଜ, ଲସି ଆରାମରେ ମିଲିଯାଉଥିଲେ ମଧ୍ୟ ତାଳସଜ ପାଇବା କଷ୍ଟକର । ତେଣୁ ରୋହିଣୀଙ୍କ ତାଳସଜ ପାଖରେ ବେଶ ଭିଡ ଜମେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story