ରସିକିଆ କାଳିଆର ସୁଆଦିଆ ପଖାଳ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆମେ ଓଡ଼ିଆ। କଂସାଏ ପଖାଳରେ ମନ ଆମର। ବଡିଚୁରା, ସାଗଭଜା, ଚିମୁଟାଏ ଲୁଣ ଆଉ ବାରି ଲଙ୍କା ମନ୍ଥିଦେଲେ ପଖାଳର ସୁଆଦ ଷ୍ଟାର ହୋଟେଲର ଖାଇବାକୁ ବଳିଯିବ । ହେଲେ ଜାଣିଛନ୍ତି ଓଡ଼ିଆ ଯେ ଖାଲି ପଖାଳ ପ୍ରିୟ ତା ନୁହେଁ ଓଡିଆଙ୍କ ପ୍ରିୟ ବଡ଼ ଠାକୁର ବି ପଖାଳକୁ ଭାରି ଭଲ ପାଆନ୍ତି। ରାତିରେ ସୁନିଦ୍ରା ଯିବାକୁ, ସୁଖରେ ପହୁଡ ହେବା ଆଗରୁ ବଡ ସିଂହାର ଧୂପରେ ଗ୍ରହଣ କରନ୍ତି ପଖାଳ। ଆମ […]

pakhala

pakhala

Rakesh Mallick
  • Published: Tuesday, 20 March 2018
  • Updated: 20 March 2018, 04:02 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆମେ ଓଡ଼ିଆ। କଂସାଏ ପଖାଳରେ ମନ ଆମର। ବଡିଚୁରା, ସାଗଭଜା, ଚିମୁଟାଏ ଲୁଣ ଆଉ ବାରି ଲଙ୍କା ମନ୍ଥିଦେଲେ ପଖାଳର ସୁଆଦ ଷ୍ଟାର ହୋଟେଲର ଖାଇବାକୁ ବଳିଯିବ । ହେଲେ ଜାଣିଛନ୍ତି ଓଡ଼ିଆ ଯେ ଖାଲି ପଖାଳ ପ୍ରିୟ ତା ନୁହେଁ ଓଡିଆଙ୍କ ପ୍ରିୟ ବଡ଼ ଠାକୁର ବି ପଖାଳକୁ ଭାରି ଭଲ ପାଆନ୍ତି। ରାତିରେ ସୁନିଦ୍ରା ଯିବାକୁ, ସୁଖରେ ପହୁଡ ହେବା ଆଗରୁ ବଡ ସିଂହାର ଧୂପରେ ଗ୍ରହଣ କରନ୍ତି ପଖାଳ।

ଆମ ବଡ଼ ଠାକୁରଙ୍କ ପାଖରେ କଦଳୀ ଭଜା, କଦଳୀ ବଡା, କାଞ୍ଜି, ଅମାଲୁ ଭଳି ନାନାବିଧ ନୈବେଦ୍ୟ ସହ ପରସାଯାଏ ଭଳି ଭଳିକା ପଖାଳ । ଶ୍ରୀମନ୍ଦିରରେ ମହାପ୍ରଭୂଙ୍କୁ ଲାଗି ହେଉଥିବା ପଖାଳ ପ୍ରସାଦ ସମ୍ପର୍କରେ ହୁଏତ ଆପଣ ଜାଣି ନ ଥିବେ। ମହାପ୍ରଭୂଙ୍କ ସବୁ ନିଆରା ପଣିଆ ଭିତରେ ପଖାଳ ପ୍ରସାଦର ମଧ୍ୟ ରହିଛି ସ୍ୱତନ୍ତ୍ର ଚାହିଦା। ତା ହେଲେ ଆସନ୍ତୁ ଜାଣିବା ପଖାଳ ପ୍ରିୟ କଳାଠାକୁର କେମିତି ଆଉ କେତେବେଳେ ଖାଆନ୍ତି ପଖାଳ।

ଶ୍ରୀମନ୍ଦିରରେ ପଖାଳ

ଜଗନ୍ନାଥ ମନ୍ଦିରରେ ୫ରୁ ଉର୍ଦ୍ଧ୍ୱ ପ୍ରକାରର ପଖାଳ ପ୍ରସାଦ ଲାଗି ହୋଇଥାଏ। ଏହି ପଖାଳ ନାଁରୁ ହିଁ ଆପଣ ଏହାର ନିଆରା ପଣିଆକୁ ଅନୁଭବ କରିପାରିବେ। ବିଷେଶକରି ବଡ ସିଂହାର ରାତ୍ର ପହୁଡ ପୂର୍ବରୁ ଓ ମଧ୍ୟାହ୍ନ ଧୂପରେ ପଖାଳ ପ୍ରସାଦ ଲାଗି ହୋଇଥାଏ

କ’ଣ ଏହି ପଖାଳର ନାଁ

ସୁବାସ ପଖାଳ: ପ୍ରଥମେ କୁଡୁଆରେ ଅନ୍ନ ରନ୍ଧା ହୋଇସାରିବା ପରେ ସେଥିରେ ପାଣି ମିଶିଥାଏ। ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ମିଶାଇ କଟା ଅଦା, ଭଜା ଜିରା ପକାଇ ପ୍ରସାଦ ଭାବେ ପରସାଯାଏ। ଏହା ଏକ ସୁଗନ୍ଧିତ ଅନ୍ନ ହୋଇଥିବାରୁ ପାରମ୍ପରିକ ଭାବେ ଏହାକୁ ସୁବାସ ପଖାଳ ବୋଲି କୁହାଯାଏ।

ଚୁପୁଡା ପଖାଳ: ରନ୍ଧା ହୋଇଥିବା ଅନ୍ନକୁ ଭଲଭାବେ ଚିପୁଡି ଦିଆଯାଏ। ଏଥିରେ ଭଜା ଜିରା, ଲୁଣ ଓ ଦହି ମିଶାଇ ପ୍ରସାଦ ଭାବେ ମାଟିପାତ୍ରରେ ମହାପ୍ରଭୂଙ୍କୁ ପରସି ଦିଆଯାଏ।

ପାଣି ପଖାଳ: ରନ୍ଧା ହୋଇଥିବା ଅନ୍ନରେ କେବଳ ପାଣି ଓ ଲୁଣ ମିଶାଇ ଏହି ପଖାଳ ପ୍ରସ୍ତୁତ ହୁଏ। ଏଥିରେ ଅନ୍ୟ କୌଣସି ଦ୍ରବ୍ୟ ମିଶ୍ରଣ କରାଯାଏ ନାହିଁ। ସାଧାରଣତଃ ଏହା ପ୍ରତ୍ୟକ ଓଡିଆ ଘରର ସାଧାରଣ ଖାଦ୍ୟ।

ଦହି ପଖାଳ: ସୁଖିଲା ଅନ୍ନରେ କେବଳ ଦହି ପକାଇ ଗୋଳାଇ ଦିଆଯାଏ। ଏଥିରେ ଦହିର ମାତ୍ରା ଅଧିକ ଥାଏ। ଏହି ମିଶ୍ରିତ ଅନ୍ନରେ ଭଜା ଜିରା ଓ ଅଦା ପାକାଇ ପ୍ରସ୍ତୁତ କରାଯାଏ।

ମିଠା ପଖାଳ: ସାଧା ଅନ୍ନରେ ଚିନି କିମ୍ବା ଧଳା ଗୁଡ ପାକାଇ ରନ୍ଧାଯାଏ। ଏଥିରେ ଭଜା ଜିରା, ଲୁଣ ଓ ଅଦାଖଣ୍ଡ ପକାଇ ପରସା ଯାଇଥାଏ।

ମଲ୍ଲିଫୁଲ ପଖାଳ: ଏହି ପଖାଳ ଦହି ପଖାଳ ଭଳି ପ୍ରସ୍ତୁତ ହୋଇଥାଏ । ମାତ୍ର ଏହାକୁ ସୁବାସିତ କରିବାକୁ ମଲ୍ଲିଫୁଲ ଦେଇ ପରସାଯାଏ।

ଟଭା ପଖାଳ: ସାଧାଅନ୍ନରେ ଟଭା ମିଶ୍ରିତ ଜଳ ଦେଇ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ହୁଏ। ଉପରୋକ୍ତ ପ୍ରଣାଳୀରେ ଏହି ପଖାଳ ପ୍ରସ୍ତୁତ ହୁଏ। ଏହା ମଧ୍ୟ ସୁବାସ ପଖାଳ ପର୍ଯ୍ୟାୟଭୁକ୍ତ।

ତଥ୍ୟ ସଂଗ୍ରହ: ମିହିର ପଟ୍ଟନାୟକ, ଓଟିଭି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story