ସ୍ୱାଧୀନତା ପରେ ଥରେ ଖୋଲିଥିଲା ରତ୍ନଭଣ୍ଡାର, ଆଉ ଖୋଲିନି

ପୁରୀ(ଓଡିଶା ରିପୋର୍ଟର): ୧୯୮୪ରେ ମହାପ୍ରଭୁଙ୍କ ଚିତା ମରାମତି ପାଇଁ ଭିତର ରତ୍ନ ଭଣ୍ଡାର ଘର ଖୋଲାଯାଇଥିଲା। ଅଳଙ୍କାର ମରାମତି ପାଇଁ ଦୀର୍ଘ ୭୦ ଦିନ କାଳ ଅକ୍ଲାନ୍ତ ପରିଶ୍ରମ କରି ମରାମତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହାପୂର୍ବରୁ ୧୯୦୫ ମସିହାରେ ରଘୁନାଥ ବେଶ ଲାଗି ଭିତର ଭଣ୍ଡାର ଖୋଲା ଯାଇଥିଲା। ସେ ସମୟରେ ଏହି ବେଶ ଦର୍ଶନ ଲାଗି ଏତେ ଭିଡ ହୋଇଥିଲା ଯେ, ଏହାକୁ ଆୟତ୍ତ କରିବା ଇଂରେଜ ସରାକରଙ୍କ ଲାଗି ଏକରକମ କାଠିକର ପାଠ […]

rat

rat

Rakesh Mallick
  • Published: Saturday, 24 March 2018
  • Updated: 24 March 2018, 11:03 PM IST

Sports

Latest News

ପୁରୀ(ଓଡିଶା ରିପୋର୍ଟର): ୧୯୮୪ରେ ମହାପ୍ରଭୁଙ୍କ ଚିତା ମରାମତି ପାଇଁ ଭିତର ରତ୍ନ ଭଣ୍ଡାର ଘର ଖୋଲାଯାଇଥିଲା। ଅଳଙ୍କାର ମରାମତି ପାଇଁ ଦୀର୍ଘ ୭୦ ଦିନ କାଳ ଅକ୍ଲାନ୍ତ ପରିଶ୍ରମ କରି ମରାମତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହାପୂର୍ବରୁ ୧୯୦୫ ମସିହାରେ ରଘୁନାଥ ବେଶ ଲାଗି ଭିତର ଭଣ୍ଡାର ଖୋଲା ଯାଇଥିଲା। ସେ ସମୟରେ ଏହି ବେଶ ଦର୍ଶନ ଲାଗି ଏତେ ଭିଡ ହୋଇଥିଲା ଯେ, ଏହାକୁ ଆୟତ୍ତ କରିବା ଇଂରେଜ ସରାକରଙ୍କ ଲାଗି ଏକରକମ କାଠିକର ପାଠ ହୋଇଥିଲା। ଦୀର୍ଘ ୭-୮ ଦିନ ଧରି ସମ୍ପୁର୍ଣ୍ଣ ପୁରୀ ସହର ଲୋକାରଣ୍ୟ ହୋଇପଡିଥିଲା। ଶ୍ରୀମନ୍ଦିର ଇତିହାସରେ ଏହି ରଘୁନାଥ ବେଶ ସବୁଠାରୁ ବେୟବହୂଳ ବେଶ। ଏଥିରେ ଲାଗୁଥିବା ଅଳଙ୍କାରଗୁଡିକର ମୂଲ୍ୟ ଆଜି ପର୍ଯ୍ୟନ୍ତ ଆକଳନ ହୋଇପାରି ନାହିଁ। କୁହାଯାଏ ଭିତର ଭଣ୍ଡାରରେ କେବଳ ଗୋଟିଏ କୋଠରୀରେ ଏହି ବେଶର ଦୁମୂଲ୍ୟ ରତ୍ନ ଓ ବେଶସାଜ ରହିଛି। ସ୍ୱାଧୀନତା ପରେ କୌଣସି ସରକାର ଏହି ଦୁର୍ଲଭ ବେଶ କରିବାକୁ ସାହାସ କରିପାରି ନାହାନ୍ତି। ସୁରକ୍ଷା ଦୃଷ୍ଟିରୁ ଏହି ବେଶ ହେଉ ନ ଥିବା କୁହାଯାଉଛି।

୨୦୧୪ ମସିହାରେ ରତ୍ନଣ୍ଡାର ଖୋଲାଯାଇ କେତେ ପରିମାଣର ସୁନାରୂପା ମୋତି ମାଣିକ ରହିଛି ଗଣତି ପାଇଁ ପ୍ରୟାସ କରାଯାଇଥିଲା । କିନ୍ତୁ ବିରୋଧ ପରେ ଖୋଲିପାରି ନ ଥିଲା ରତ୍ନଭଣ୍ଡାର । ଏସବୁ ଭିତରେ ଏବେ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସେବାୟତ ନରସିଂହ ପୂଜାପଣ୍ଡା ଇଛାମୃତ୍ୟୁ ପାଇଁ ପୁରୀ ଉପଜିଲ୍ଲାପାଳଙ୍କ କୋର୍ଟରେ ଆବେଦନ କରିଛନ୍ତି । ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସମ୍ମୁଖରେ ରତ୍ନଭଣ୍ଡାର ଖୋଲାଯାଉ ବୋଲି ସେ ଦାବି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story