ଶକ୍ତିମୟୀ ନାରୀର ସଂଘର୍ଷର କାହାଣୀ

ବଲାଙ୍ଗିର(ସସ୍ମିତା ସାହୁ): ଦିନଥିଲା ନାରୀକୁ ଅବଳା ଓ ଦୁର୍ବଳା କୁହାଯାଉଥିଲା। ଚାରିକାନ୍ଥରେ ବାନ୍ଧି ହୋଇ ରହୁଥିଲା ନାରୀଟିଏ । ଦୁଃଖ ଯନ୍ତ୍ରଣାରେ ଛଟପଟ ହେଉଥିଲା ସିନା, ସାମାଜିକ କଟକଣା ଯୋଗୁଁ ବାହାରକୁ ବାହାରିପାରୁ ନ ଥିଲା। ନା କହିପାରୁଥିଲା ନା ସହି ପାରୁଥିଲା। ଏବେ କିନ୍ତୁ ଯୁଗ ବଦଳିଛି । ବଦଳିଛି ପରିବେଶ । ବଦଳିଯାଇଛି ନାରୀର ଜୀବନଚର୍ଯ୍ୟା । ଏରୁଣ୍ଡି ବନ୍ଧ ଡେଇଁ , ବାହାରକୁ ବାହାରିଛି ନାରୀ।  ସ୍ୱାବଲମ୍ବୀ ହେବା ପାଇଁ ସଂଘର୍ଷରେ କେତେବେଳେ […]

india

india

Rakesh Mallick
  • Published: Thursday, 08 March 2018
  • Updated: 08 March 2018, 05:38 PM IST

Sports

Latest News

ବଲାଙ୍ଗିର(ସସ୍ମିତା ସାହୁ): ଦିନଥିଲା ନାରୀକୁ ଅବଳା ଓ ଦୁର୍ବଳା କୁହାଯାଉଥିଲା। ଚାରିକାନ୍ଥରେ ବାନ୍ଧି ହୋଇ ରହୁଥିଲା ନାରୀଟିଏ । ଦୁଃଖ ଯନ୍ତ୍ରଣାରେ ଛଟପଟ ହେଉଥିଲା ସିନା, ସାମାଜିକ କଟକଣା ଯୋଗୁଁ ବାହାରକୁ ବାହାରିପାରୁ ନ ଥିଲା। ନା କହିପାରୁଥିଲା ନା ସହି ପାରୁଥିଲା। ଏବେ କିନ୍ତୁ ଯୁଗ ବଦଳିଛି । ବଦଳିଛି ପରିବେଶ । ବଦଳିଯାଇଛି ନାରୀର ଜୀବନଚର୍ଯ୍ୟା । ଏରୁଣ୍ଡି ବନ୍ଧ ଡେଇଁ , ବାହାରକୁ ବାହାରିଛି ନାରୀ।  ସ୍ୱାବଲମ୍ବୀ ହେବା ପାଇଁ ସଂଘର୍ଷରେ କେତେବେଳେ ସଫଳ ହୋଇଛି ତ କେତେବେଳେ ବିଫଳ। ନାରୀର ଏଇ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ଆମର ଏହି ସ୍ୱତନ୍ତ୍ର ଉପସ୍ଥାପନା।

ଜେମା ମହାକୁଡ। ବଲାଙ୍ଗିରଠାରୁ ୧୦ କିଲୋମିଟର ଦୂର ଚନ୍ଦନଭାଟି ଗାଁ ଶେଷ ମୁଣ୍ଡରେ ତାଙ୍କ ଘର। ଜୀବନ ଜୀବିକା ପାଇଁ ତାଙ୍କର ପୂରା ପରିବାର ଦିନେ ଦାଦନ ଖଟି ଯାଉଥିଲେ ।୨୦୧୨ ମସିହାରେ ଇଟାଭାଟିରେ ନିର୍ଯାତିତ ହେଉଥିବା ବେଳେ ସ୍ୱାମୀ ସମାରୁଙ୍କ ସହ ପୂରା ପରିବାରକୁ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହାୟତାରେ ଉଦ୍ଧାର କରିଥିଲା ଶ୍ରମ ବିଭାଗ। ଦାଦନ ଶ୍ରମିକ ଆଇନ ମୁତାବକ, ୭୬ ହଜାର ଟଙ୍କାର ପ୍ରଶାସନିକ ସହାୟତା ମିଳିଥିଲା। ଏହି ପୁଞ୍ଜିରେ ଆରମ୍ଭ ହେଲା ସଂଘର୍ଷ । ସ୍ୱାମୀ ସମାରୁଙ୍କ ପରାମର୍ଶ ପାଇ ଜମି ଭାଗ ନେଇ ଆରମ୍ଭ ହେଲା ଚାଷ । ଜେମା ଅକ୍ଲାନ୍ତ ପରିଶ୍ରମ କଲେ। ମାଟି ଖୋଲିବାଠାରୁ ଆରମ୍ଭ କରି ପାଣି ବୁହା, ସବୁ କାମ ଏକାକି କଲେ। ନିଜ ପରିଶ୍ରମର ଫଳ ସ୍ୱରୂପ  ଗତ ଚାରିବର୍ଷ ଧରି, ଜଣେ ମହିଳା ପରିବା ଚାଷୀ ଭାବରେ ଆଖପାଖ ୪ ଖଣ୍ଡ ଗାଁରେ ବେସ୍‌ ନାଁ କରିଛନ୍ତି ଜେମା । ସେ ଚାଷ କରୁଥିବା ବେଳେ, ଉତ୍ପାଦିତ ପରିବାକୁ ବଜାରରେ ବିକ୍ରି କରିଥାନ୍ତି ତାଙ୍କ ସ୍ୱାମୀ ସମାରୁ । ମାତ୍ର ୨୦ ହଜାର ଟଙ୍କା ବଇନା ନେଇ ଦାଦନ ଖଟି ଯାଉଥିବା ଜେମା ଏବେ କିନ୍ତୁ ଜମି ବାବଦକୁ ବର୍ଷକୁ ୩୦ ହଜାର ଭଡା ଦେଉଛନ୍ତି । ଆଉ ସେଇ ଜମିରେ ଫଳାଉଛନ୍ତି ସୁନାର ଫସଲ।

ଠିକ ସେମିତି ଆଉ ଜଣେ ନାରୀ ହେଉଛନ୍ତି ସୌଦାମିନୀ । ଚନ୍ଦନଭାଟି ମେହେରପଡାର ମହେଶ୍ୱର ମେହେରଙ୍କ ସ୍ତ୍ରୀ ହେଉଛନ୍ତି ସୌଦାମିନୀ । ଗୋଟିଏ ପୁଅ, ଦୁଇଟି ଝିଅକୁ ନେଇ ତାଙ୍କ ପରିବାର । ଲୁଗା ବୁଣିବା କୌଳିକ ବୃତ୍ତି। କିନ୍ତୁ ୨୦୧୬ରେ ତାଙ୍କ ପରିବାର ଉପରେ ମାଡିପଡିଥିଲା ବିପଦ। ହୃଦରୋଗରେ ଆକ୍ରାନ୍ତ ହେଲେ ମହେଶ୍ୱର । ଡାକ୍ତର କଡ଼ା ଚେତାବନୀ ଦେଲେ ଯେ, ଆଉ ଲୁଗା ବୁଣି ପାରିବେନି।   କେମିତି ଚଳିବ ପରିବାର ? ଭାଲେଣି ପଡିଲା ! ଏତିକି ବେଳେ ଛାତିରେ ଦମ୍ଭ ରଖି ଆଗକୁ ଆସିଲେ ସ୍ତ୍ରୀ ସୌଦାମିନୀ । ଆଗରୁ ସ୍ୱାମୀଙ୍କୁ ସହାୟତା କରୁଥିବା ମହିଳା ଜଣକ ଏବେ ସବୁକାମ ନିଜେ କରିବାକୁ ଅଣ୍ଟାଭିଡିଲେ । ଧୀରେ ଧୀରେ ସ୍ୱାମୀଙ୍କଠାରୁ ଲୁଗାବୁଣିବା ଶିଖିଗଲେ । ଏବେ ତାଙ୍କ ହାତର ଯାଦୁ, ବଜାରରେ ବିକ୍ରି ହେଉଛି । ସ୍ୱାମୀଙ୍କ ଚିକିତ୍ସା ସହ ପିଲାମାନଙ୍କ ପାଠପଢା ଖର୍ଚ୍ଚ ବି ଉଠିଯାଉଛି ତାଙ୍କ ପରିଶ୍ରମରୁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story