ମେ’ ଶେଷ ସୁଦ୍ଧା ଜୟ ବିଜୟ ଦ୍ୱାରର ମରାମତି ସରିବା ନେଇ ଆଶଙ୍କା

ପୁରୀ(ଓଡ଼ିଶା ରିପୋର୍ଟର): ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମେ’ ମାସ ଶେଷ ସୁଦ୍ଧା ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାରର ମରାମତି ଶେଷ ହେବ କି ନାହିଁ, ସେ ନେଇ ଆଶଙ୍କା ଦେଖା ଦେଇଛି।

ଗତ ୧୨ତାରିଖରୁ ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାରର ମରାମତି ଆରମ୍ଭ ହୋଇଥିଲା। ଏଥିସହ ଶ୍ରୀମନ୍ଦିର ବାହାର ବେଢ଼ାରେ ଥିବା ୧୩ଟି ପାର୍ଶ୍ୱ ଦେବାଦେବୀ ମନ୍ଦିର ଓ ମଣ୍ଡପ ଆଦିର ସଂରକ୍ଷଣ କାର୍ଯ୍ୟ କରାଯିବା ନେଇ ଏଏସଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି।  ଅନ୍ୟପଟେ ଶ୍ରୀମନ୍ଦିରରେ ଏବେ ଅଧିକ ନୀତି ଚାଲିଥିବା ହେତୁ ସ୍ୱଳ୍ପ ସମୟ ମଧ୍ୟରେ କାର୍ଯ୍ୟ କରିବାକୁ ପଡ଼ିବ। ବାହାର ବେଢ଼ାରେ ଥିବା ପାର୍ଶ୍ୱ ଦେବାଦେବୀ ମନ୍ଦିରଗୁଡ଼ିକର ମରାମତି କରିବାରେ କିଛି ଅସୁବିଧା ନାହିଁ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି।

Ordigital Desk
• Published: Thursday, 17 May 2018
• Updated: 17 May 2018, 08:46 AM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମେ’ ମାସ ଶେଷ ସୁଦ୍ଧା ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାରର ମରାମତି ଶେଷ ହେବ କି ନାହିଁ, ସେ ନେଇ ଆଶଙ୍କା ଦେଖା ଦେଇଛି।

ଗତ ୧୨ତାରିଖରୁ ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାରର ମରାମତି ଆରମ୍ଭ ହୋଇଥିଲା। ଏଥିସହ ଶ୍ରୀମନ୍ଦିର ବାହାର ବେଢ଼ାରେ ଥିବା ୧୩ଟି ପାର୍ଶ୍ୱ ଦେବାଦେବୀ ମନ୍ଦିର ଓ ମଣ୍ଡପ ଆଦିର ସଂରକ୍ଷଣ କାର୍ଯ୍ୟ କରାଯିବା ନେଇ ଏଏସଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି।  ଅନ୍ୟପଟେ ଶ୍ରୀମନ୍ଦିରରେ ଏବେ ଅଧିକ ନୀତି ଚାଲିଥିବା ହେତୁ ସ୍ୱଳ୍ପ ସମୟ ମଧ୍ୟରେ କାର୍ଯ୍ୟ କରିବାକୁ ପଡ଼ିବ। ବାହାର ବେଢ଼ାରେ ଥିବା ପାର୍ଶ୍ୱ ଦେବାଦେବୀ ମନ୍ଦିରଗୁଡ଼ିକର ମରାମତି କରିବାରେ କିଛି ଅସୁବିଧା ନାହିଁ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos