ସୁପ୍ରିମକୋର୍ଟଙ୍କ ରାୟ ପରେ ସେବାୟତ କହିଲେ ଆମ ପେଟକଥା କିଏ ବୁଝିବ ?

ପୁରୀ: ମହାପ୍ରଭୁଙ୍କୁ ଭକ୍ତଙ୍କ ଦାନ ଉପରେ ନାହିଁ ସେବକଙ୍କ ଅଧିକାର। ଶ୍ରୀମନ୍ଦିରରେ ସେବାୟତଙ୍କ ଶୋଷଣରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମାରିଥିବା ଶୃଙ୍ଖଳା ଛାଟକୁ ନେଇ ଚର୍ଚ୍ଚା। ଭକ୍ତଙ୍କ ଦାନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ବି ଅଣ୍ଟା ଭିଡ଼ିଛି। ହେଲେ ସେବାୟତ କିନ୍ତୁ ଅସୁଖୀ ଅଛନ୍ତି। ଏଭଳି ସ୍ଥିତିରେ ନିର୍ଦ୍ଦେଶ କିଭଳି ପାଳନ ହେବ ତାହା ହିଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସେବାୟତଙ୍କ କହିବା କଥା ହେଲା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ତର୍ଜମା କରାଯିବ। […]

seva

seva

Rakesh Mallick
  • Published: Saturday, 09 June 2018
  • Updated: 09 June 2018, 11:02 PM IST

Sports

Latest News

ପୁରୀ: ମହାପ୍ରଭୁଙ୍କୁ ଭକ୍ତଙ୍କ ଦାନ ଉପରେ ନାହିଁ ସେବକଙ୍କ ଅଧିକାର। ଶ୍ରୀମନ୍ଦିରରେ ସେବାୟତଙ୍କ ଶୋଷଣରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମାରିଥିବା ଶୃଙ୍ଖଳା ଛାଟକୁ ନେଇ ଚର୍ଚ୍ଚା। ଭକ୍ତଙ୍କ ଦାନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ବି ଅଣ୍ଟା ଭିଡ଼ିଛି। ହେଲେ ସେବାୟତ କିନ୍ତୁ ଅସୁଖୀ ଅଛନ୍ତି। ଏଭଳି ସ୍ଥିତିରେ ନିର୍ଦ୍ଦେଶ କିଭଳି ପାଳନ ହେବ ତାହା ହିଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ସେବାୟତଙ୍କ କହିବା କଥା ହେଲା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ତର୍ଜମା କରାଯିବ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନର ଏ ପଦକ୍ଷେପକୁ ପରମ୍ପରାର ଉଲ୍ଲଙ୍ଘନ କହି ବିରୋଧ କରିଛନ୍ତି ସେବାୟତ। କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯିବାରେ ମନା ନାହିଁ , ହେଲେ ସେବାୟତ ପରିବାରର ପେଟପାଟଣାକୁ ନେଇ ପ୍ରଶାସନ କି ଚିନ୍ତା କରୁଛି ବୋଲି ସେବାୟତ ପ୍ରଶ୍ନ କରିଛନ୍ତି।

ଶ୍ରୀମନ୍ଦିରରେ ଭକ୍ତଙ୍କୁ ଚାଲିଥିବା ଶୋଷଣ ଉପରେ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି ସୁପ୍ରିମକୋର୍ଟ। ଭକ୍ତ ଯେଉଁଭଳି ହଇରାଣ ଓ ଶୋଷିତ ନ ହୁଅନ୍ତି ତାହାକୁ ନିଶ୍ଚିତ କରିବା ଲାଗି ଗତକାଲିର ନିର୍ଦ୍ଦେଶରେ ଶ୍ରୀମନ୍ଦିରରେ ସିସିଟିଭି ଲଗାଇବା ସହ ତାକୁ ଏକ କମିଟି ଦ୍ୱାରା ଅନୁଧ୍ୟାନ ବ୍ୟବସ୍ଥା କରିବାକୁ ବି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ହୁଣ୍ଡି ଓ ମନ୍ଦିରକୁ ଭକ୍ତ ପ୍ରଦାନ କରୁଥିବା ସବୁ ପ୍ରକାର ଦାନ ମନ୍ଦିରର ସମ୍ପତ୍ତି। ଏହା ସେବକଙ୍କ ବ୍ୟକ୍ତିଗତ ଆୟ ନୁହେଁ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ। ସେହିପରି କୋର୍ଟଙ୍କ ନିର୍ଦ୍ଦେଶକୁ ଅନୁଧ୍ୟାନ କରି କାର୍ଯ୍ୟକାରୀ କରାଯିବ ବୋଲି ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story