ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କଲେ, ଉଠବସ ହେଲେ

ବାରିପଦା( ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ବାରିପଦାରେ ଛାତ୍ର ନେତାଙ୍କୁ ବିଜେଡି ବିଧାୟକ ଅରୁଣ ସାହୁ ଉଠବସ୍ କରାଇବା ଅଭିଯୋଗ ଘଟଣାରେ ତାତିଲେ ଛାତ୍ର। ଅରୁଣଙ୍କ କୁଶପୁତ୍ତଳିକା ଦାହ ସହ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି କଂଗ୍ରେସ ଓ ଏବିଭିପିର ଛାତ୍ର ନେତା। ତୁରନ୍ତ ଅରୁଣ ସାହୁ ମୟୂରଭଞ୍ଜବାସୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଏଥିରେ ଦାବି କରାଯାଇଛି। ସେହିପରି କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କର୍ମୀମାନେ ଅଭିନବ ଉପାୟରେ ଉଠବସ ହୋଇ ପ୍ରତିବାଦ ଜଣାଇଥିଲେ। ୭ଦିନ ମଧ୍ୟରେ […]

rtt

rtt

Rakesh Mallick
  • Published: Wednesday, 30 May 2018
  • Updated: 30 May 2018, 03:00 PM IST

Sports

Latest News

ବାରିପଦା( ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ବାରିପଦାରେ ଛାତ୍ର ନେତାଙ୍କୁ ବିଜେଡି ବିଧାୟକ ଅରୁଣ ସାହୁ ଉଠବସ୍ କରାଇବା ଅଭିଯୋଗ ଘଟଣାରେ ତାତିଲେ ଛାତ୍ର। ଅରୁଣଙ୍କ କୁଶପୁତ୍ତଳିକା ଦାହ ସହ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି କଂଗ୍ରେସ ଓ ଏବିଭିପିର ଛାତ୍ର ନେତା। ତୁରନ୍ତ ଅରୁଣ ସାହୁ ମୟୂରଭଞ୍ଜବାସୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଏଥିରେ ଦାବି କରାଯାଇଛି।

ସେହିପରି କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କର୍ମୀମାନେ ଅଭିନବ ଉପାୟରେ ଉଠବସ ହୋଇ ପ୍ରତିବାଦ ଜଣାଇଥିଲେ। ୭ଦିନ ମଧ୍ୟରେ ଅରୁଣଙ୍କୁ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପଦରୁ ମୁଖ୍ୟମନ୍ତ୍ରୀ ନ ହଟାଇଲେ ଜିଲ୍ଲା ବନ୍ଦ ଡାକରା ଦିଆଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି।

ବିଶ୍ୱ ବିଦ୍ୟାଳୟର ୧୧ଟି ବିଭାଗକୁ ରେଗୁଲାର କୋର୍ସ କରିବା ଦାବି ପ୍ରସଙ୍ଗକୁ ନେଇ ଆଲୋଚନା ପାଇଁ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି ତୁଷାର ନାୟକ ବାରିପଦା ସର୍କିଟ ହାଉସକୁ ଯାଇଥିଲେ। ହେଲେ ସେଠାରେ ଅରୁଣ ତାଙ୍କୁ ଗାଳି ଗୁଲଜ କରିବା ସହ ୭୦ଥର ବସ୍ ଉଠ କରିଥିବା ନେଇ ଅଭିଯୋଗ ହୋଇଥିଲା।  ତେବେ ଏନେଇ ଅରୁଣ ସାହୁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

କାଲି କ’ଣ ଘଟିଥିଲା ଜାଣିବାକୁ ଏହି ଲିଙ୍କ୍‌ରେ କ୍ଲିକ୍ କରନ୍ତୁ: ଅରୁଣଙ୍କ ପାଖରେ ଆପତ୍ତି ଜଣାଇବାକୁ ଯାଇଥିଲେ, ଉଠ୍‌ବସ୍‌ ହୋଇ ଫେରିଲେ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story